ଜାଲିଆତି ଅଭିଯୋଗରେ ଦିଲ୍ଲୀ ଆଇନ ମନ୍ତ୍ରୀ ଗିରଫ

ନୂଆଦଲ୍ଲୀ: ଦିଲ୍ଲୀ ସରକାରଙ୍କ ଆଇନ ମନ୍ତ୍ରୀ ଜିତେନ୍ଦ୍ରର ସିଂହ ତୋମାରଙ୍କୁ ଠକେଇ ଓ ଜାଲିଆତି ଘଟଣାରେ ପୋଲିସ ଗିରଫ କରିଛି । ଜାଲ ଆଇନ ସାର୍ଟିଫିକେଟ ଦେବା ଅଭିଯୋଗରେ ହାଜ ଖାସ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରତିକ୍ରିୟାରେ ତୋମାର ଏହି ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି । ବିନା ୱାରେଣ୍ଟରେ ତାଙ୍କୁ ଗିରଫ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଆପର ଭାବମୂର୍ତ୍ତି ନଷ୍ଟ କରିବାକୁ ତାଙ୍କୁ ଗିରଫ କରାଯାଇଥିବା ସେ ଅଭିଯୋଗ […]

tomar

tomar

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 06:31 AM IST

Sports

Latest News

ନୂଆଦଲ୍ଲୀ: ଦିଲ୍ଲୀ ସରକାରଙ୍କ ଆଇନ ମନ୍ତ୍ରୀ ଜିତେନ୍ଦ୍ରର ସିଂହ ତୋମାରଙ୍କୁ ଠକେଇ ଓ ଜାଲିଆତି ଘଟଣାରେ ପୋଲିସ ଗିରଫ କରିଛି । ଜାଲ ଆଇନ ସାର୍ଟିଫିକେଟ ଦେବା ଅଭିଯୋଗରେ ହାଜ ଖାସ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରତିକ୍ରିୟାରେ ତୋମାର ଏହି ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି । ବିନା ୱାରେଣ୍ଟରେ ତାଙ୍କୁ ଗିରଫ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଆପର ଭାବମୂର୍ତ୍ତି ନଷ୍ଟ କରିବାକୁ ତାଙ୍କୁ ଗିରଫ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଫେବୃୟାରୀରେ ହୋଇଥିବା ଦିଲ୍ଲୀ ନିର୍ବାଚନ ନାମାଙ୍କନପତ୍ର ଦାଖଲ ବେଳେ ବିହାରର ଭାଗଲପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିବା ନେଇ ସତ୍ୟପାଠ ଦାଖଲ କରିଥିଲେ । ସୂଚନା ଅଧ‍କାର ଆଇନରେ ତୋମାରଙ୍କ ସାର୍ଟିଫିକେଟର ସତ୍ୟତା ନେଇ ଜଣେ ବ୍ୟକ୍ତି ତଥ୍ୟ ମାଗିଥିଲେ । ତାଙ୍କୁ ମିଳିଥିବା ତଥ୍ୟ ଅନୁସାରେ ତୋମାର ସତ୍ୟପାଠରେ ଦାଖଲ କରିଥିବା ଆଇନ ସାର୍ଟିଫିକେଟ ସମ୍ପର୍କୀତ ତଥ୍ୟ ଜାଲିଆତି ବୋଲି ଜଣାପଡିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story