ରାଜନେତା ଗୃହବନ୍ଦୀ, ତଥାପି କଶ୍ମୀରରେ ହେବ ପଞ୍ଚାୟତ ନିର୍ବାଚନ

ନୂଆଦିଲ୍ଲୀ: ନୂଆ କରି ଗଠନ ହୋଇଥିବା କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ହେବ। ଆସନ୍ତା ମାର୍ଚ୍ଚ ମାସରେ ଏଠାରେ ଖାଲି ପଡ଼ିଥିବା ଆସନ ଗୁଡ଼ିକରେ ଭୋଟ ହେବ ବୋଲି ଆଜି ଘୋଷଣା କରାଯାଇଛି। ତେବେ ଦୀର୍ଘ ୬ ମାସ ହେଲାଣି ଜମ୍ମୁ-କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏକାଧିକ ଆଗଧାଡ଼ିର ନେତା ଗୃହବନ୍ଦୀ ହୋଇ ରହିଥିବା ବେଳେ ପଞ୍ଚାୟତ ନିର୍ବାଚନ କେମିତି ହେବ ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ବେଳେ […]

r

r

Hemant Lenka
  • Published: Thursday, 13 February 2020
  • Updated: 13 February 2020, 04:25 PM IST

Sports

Latest News

ନୂଆଦିଲ୍ଲୀ: ନୂଆ କରି ଗଠନ ହୋଇଥିବା କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ହେବ। ଆସନ୍ତା ମାର୍ଚ୍ଚ ମାସରେ ଏଠାରେ ଖାଲି ପଡ଼ିଥିବା ଆସନ ଗୁଡ଼ିକରେ ଭୋଟ ହେବ ବୋଲି ଆଜି ଘୋଷଣା କରାଯାଇଛି।

ତେବେ ଦୀର୍ଘ ୬ ମାସ ହେଲାଣି ଜମ୍ମୁ-କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏକାଧିକ ଆଗଧାଡ଼ିର ନେତା ଗୃହବନ୍ଦୀ ହୋଇ ରହିଥିବା ବେଳେ ପଞ୍ଚାୟତ ନିର୍ବାଚନ କେମିତି ହେବ ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ବେଳେ ଏକାଧିକ ରାଜନୀତିକ ଦଳ ଏଥିରେ ଭାଗ ନେଇ ନଥିଲେ।

ଫଳରେ ଜମ୍ମୁ-କଶ୍ମୀରର ପ୍ରାୟ ୬୦% ଆସନ ଖାଲି ପଡ଼ିଛି। ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନ ବେଳେ ଏଗୁଡ଼ିକୁ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାୟ ୧୩ ହଜାର ଆସନ ପାଇଁ ଭୋଟ ହେବ। ୨୦୧୮ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ପିଡିପି ଓ ଏନସି ଭାଗ ନେଇ ନଥିଲେ। ଏଥର ନିର୍ବାଚନରେ ମଧ୍ୟ ସେମାନେ ଭାଗ ନେଇ ନପାରନ୍ତି। ସେହିପରି ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ଏଠାରେ ପ୍ରଥମଥର ପାଇଁ କୌଣସି ଭୋଟିଂ ହେବ।

ଜମ୍ମୁ-କଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ଆଜି ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି ଯେ ମାର୍ଚ୍ଚ ମାସରୁ ଏଠାରେ ପଞ୍ଚାୟତ ଆସନଗୁଡ଼ିକ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ ହେବ।

ପ୍ରଥମ ପର୍ଯ୍ୟାୟ ଭୋଟିଂ ୫ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ୭ରେ, ତୃତୀୟ ପର୍ଯ୍ୟାୟ ୯ରେ, ୪ର୍ଥ ପର୍ଯ୍ୟାୟ ୧୨ରେ, ୫ମ ପର୍ଯ୍ୟାୟ ୧୪ରେ, ୬ଷ୍ଠ ପର୍ଯ୍ୟାୟ ୧୬ରେ, ୭ମ ପର୍ଯ୍ୟାୟ ୧୮ରେ ଓ ୮ମ ପର୍ଯ୍ୟାୟ ଭୋଟିଂ ୨୦ ତାରିଖରେ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଫେବୃଆରୀ ୧୫ରେ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story