ଜମ୍ମୁ ଓ କାଶ୍ମୀରରେ ବିଜେପି-ପିଡିପି ସରକାର ଗଠନ ରାସ୍ତା ଫିଟିଲା, ନିର୍ମଲ ସିଂହ ହେବେ ଉପ-ମୁଖ୍ୟମନ୍ତ୍ରୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ହେବାର ରାସ୍ତା ସଫା ହୋଇଯାଇଛି। ଆଜି ବିଜେପି ବିଧାୟକ ଦଳ ବୈଠକରେ ସରକାର ଗଠନ କରିବା ନେଇ ସହମତି ପ୍ରକାଶ ପାଇଛି। ଦଳର ବିଧାୟକମାନେ ନିର୍ମଲ ସିଂହଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବା ପାଇଁ ସର୍ବସମ୍ମତିକ୍ରମେ ଚୟନ କରିଛନ୍ତି। ବିଜେପିର ଜମ୍ମୁ ଓ କାଶ୍ମୀର ପ୍ରଭାରୀ ସତପାଲ୍ ଶର୍ମା କହିଛନ୍ତି ଯେ ପିଡିପି ଓ ବିଜେପି ନେତାମାନେ ଆଗାମୀ ଦିନରେ ରାଜ୍ୟପାଳ ଏନ୍‌ଏନ୍‌ ବୋହରାଙ୍କୁ ଭେଟିବେ ଓ ସରକାର ଗଠନ କରିବା […]

nirmal singh

nirmal singh

Rakesh Mallick
  • Published: Friday, 25 March 2016
  • Updated: 25 March 2016, 01:30 PM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ହେବାର ରାସ୍ତା ସଫା ହୋଇଯାଇଛି। ଆଜି ବିଜେପି ବିଧାୟକ ଦଳ ବୈଠକରେ ସରକାର ଗଠନ କରିବା ନେଇ ସହମତି ପ୍ରକାଶ ପାଇଛି। ଦଳର ବିଧାୟକମାନେ ନିର୍ମଲ ସିଂହଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବା ପାଇଁ ସର୍ବସମ୍ମତିକ୍ରମେ ଚୟନ କରିଛନ୍ତି। ବିଜେପିର ଜମ୍ମୁ ଓ କାଶ୍ମୀର ପ୍ରଭାରୀ ସତପାଲ୍ ଶର୍ମା କହିଛନ୍ତି ଯେ ପିଡିପି ଓ ବିଜେପି ନେତାମାନେ ଆଗାମୀ ଦିନରେ ରାଜ୍ୟପାଳ ଏନ୍‌ଏନ୍‌ ବୋହରାଙ୍କୁ ଭେଟିବେ ଓ ସରକାର ଗଠନ କରିବା ଲାଗି ପ୍ରସ୍ତାବ ଦେବ।

ସେ କହିଛନ୍ତି ଯେ ସରକାର ଗଠନ ନେଇ ପିଡିପି ସହିତ ଆଉ କିଛି ପ୍ରସଙ୍ଗରେ ଆଲୋଚନା ହେବାକୁ ବାକି ଅଛି। ତେଣୁ ଆଜି ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିବାକୁ ଦୁଇ ଦଳର ବିଧାୟକମାନେ ଯିବେ ନାହିଁ। ଆଲୋଚନା ହେଲା ପରେ ଯାଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରାଯିବ।

ଦୁଇ ଦିନ ତଳେ ପିଡିପି ମୁଖ୍ୟ ମହବୁବା ମୁଫ୍‌ତି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ପରେ ଉଭୟ ଦଳ ମଧ୍ୟରେ ସରକାର ଗଠନ ନେଇ ସହମତି ପ୍ରକାଶ ପାଇଥିଲା। ମହବୁବା ମୁଖ୍ୟମନ୍ତ୍ରୀ ହେବେ। ମାର୍ଚ୍ଚ ୨୯ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କୁହାଯାଉଛି।

ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ମହବୁବାଙ୍କ ବାପା ମୁଫ୍‌ତି ମହମ୍ମଦ ସୟିଦଙ୍କ ପରଲୋକ ପରେ ପିଡିପି ଓ ବିଜେପି ମେଣ୍ଟ ସରକାରରେ ଫାଟ ଦେଖାଯାଇଥିଲା। ମେଣ୍ଟ ଜାରି ରଖିବା ପାଇଁ ପିଡିପି କିଛି ନୂଆ ସର୍ତ୍ତ ରଖିଥିଲା ଓ ସେଗୁଡ଼ିକୁ ବିଜେପି ମାନିବାକୁ ନାରାଜ ଥିଲା। ଅବଶ୍ୟ ବହୁ ଆଲୋଚନା ପରେ ଏହାର ସମାଧାନ ବାଟ ଫିଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story