ଜନ୍ମଦିନରେ ଦୁର୍ଘଟଣାର ସମ୍ମୁଖୀନ ହେଲେ ବରୁଣ

ମୁରାଦବାଦ୍‌: ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କ ପୁଅ ବରୁଣଙ୍କର ଆଜି ୩୬ ତମ ଜନ୍ମଦିନ। ତେବେ ଜନ୍ମ ଦିନରେ ସେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବରୁଣ  ଜନ୍ମଦିନ ପାଳନ କରିବାକୁ ମୁରାଦବାଦ୍‌ରେ ଯାଇଥିଲେ। ସେଠାରେ ନିରାଡମ୍ୱରରେ ସେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଯାଇଥିଲେ। ତେବେ ସ୍ଥାନୀୟ କୃଷକମାନେ ତାଙ୍କୁ ସମ୍ମାନିତ କଲା ବେଳେ ପ୍ରସ୍ତୁତ ମଞ୍ଚ ଭାଙ୍ଗି ଯାଇଥିଲା। କିନ୍ତୁ ଏଥିରେ କେହି ହତାହତ ହୋଇ ନ ଥିଲେ।

barun

barun

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 12:09 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story