ବେଙ୍ଗାଲୁରୁ: ବିଏସ୍ ୟେଦ୍ୟୁରପ୍ପା ସରକାରଙ୍କୁ ସମର୍ଥନ ଦେବାର ‘ସମସ୍ତ ସୁଯୋଗ’ ରହିଛି ବୋଲି ବରିଷ୍ଠ ଜେଡିଏସ୍ ନେତା ବାସଭରାଜ ହୋରାଟ୍ଟି କହିଛନ୍ତି। ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଥିବାରୁ ଏହାପରେ ଯଦି ପରିବର୍ତ୍ତିତ ମ୍ୟାଜିକ୍ ନମ୍ବର ହାସଲ କରିବାରେ ବିଜେପି ବିଫଳ ହୁଏ ଜେଡିଏସ୍ ସମର୍ଥନ କରିବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ସଦ୍ୟ ଭେଟିଥିବା ଏହି ନେତା କହିଛନ୍ତି, ରାଜନୀତିକ ଦଳ ନିର୍ବିଶେଷରେ ମିଡ୍ ଟର୍ମ ନିର୍ବାଚନ ଚାହୁଁନାହାନ୍ତି। ସେ କହିଛନ୍ତି, “କୁମାରସ୍ୱାମୀ ଏବଂ ଦେବେଗୌଡ଼ା କହିଛନ୍ତି ଆମେ ସରକାର ଭାଙ୍ଗିବାକୁ ଦେବାନାହିଁ। ତାଙ୍କ ବିବୃତି ଅନୁଯାୟୀ ମୁଁ କହିବାକୁ ଚାହେଁ ବିଜେପି ପାଖରେ ସଂଖ୍ୟା ଅଭାବ ରହିଲେ ଜେଡିଏସ୍ ସାଢ଼େ ୩ ବର୍ଷର ଅବଧି ସରିବା ଯାଏ ବିଜେପିକୁ ଜେଡିଏସ୍ ସମର୍ଥନ କରିବ। ମୁଁ ଏହାକୁ ସମର୍ଥନ କରିବି।”
ସେ କହିଥିଲେ, ବିଜେପି, କଂଗ୍ରେସ ଏବଂ ଜେଡିଏସ୍ କାହାର ମଧ୍ୟ ବିଧାୟକ ଚାହୁଁନାହାନ୍ତି ସରକାର ଭାଙ୍ଗିଯାଉ। କେଉଁ ସରକାର ବି ରହୁ, ସେମାନଙ୍କ ବିଧାୟକ ପଦ ଆଉ ସାଢ଼େ ୩ ବର୍ଷ କାଏମ ରହୁ ବୋଲି ଚାହୁଁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
DMK ଶାସନର ଅନ୍ତ ନ ହେବା ଯାଏ ଚପଲ ପିନ୍ଧିବେନି ଆନ୍ନାମଲାଇ: କହିଲେ- ୬ଥର ଜାବୁକ ମାରିହେବି
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରୁ ଡିଏମକେ ସରକାର ବିପର୍ଯ୍ୟସ୍ତ କରି ଦେଇଥିବା ଅଭିଯୋଗ କରି ଆନ୍ନାମଲାଇ ବଡ଼ ଘୋଷଣା କରିଛନ୍ତି।
National
ବାଜପେୟୀଙ୍କ ସ୍ମୃତିପୀଠରେ ‘ରଘୁପତି ରାଘବ’କୁ ନେଇ ବିବାଦ: ସରି କହିଲେ ସିଙ୍ଗର୍
କାର୍ଯ୍ୟକ୍ରମ ବେଳେ ଗାୟିକା ଦେବୀ ଷ୍ଟେଜ ଉପରେ ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ରଘୁପତି ରାଘବ ରାଜା ରାମ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ଏହାକୁ ସେଠାରେ ଉପସ୍ଥିତ କିଛି ଲୋକ ବିରୋଧ କରିଥିଲେ।
National
କିନ୍ନରଙ୍କୁ ପ୍ରେମ ବିବାହ କରିବାକୁ ନିଷ୍ପତ୍ତି ନେଲା ପୁଅ, ଜୀବନ ହାରିଦେଲେ ବାପା-ମା’
ଘରର ଏକମାତ୍ର ପୁଅର ଏପରି କିନ୍ନର ପ୍ରେମକୁ ବାପା ମା’ ବିରୋଧ କରିଥିଲେ। ସେମାନେ ପୁଅକୁ ବୁଝାସୁଝା ମଧ୍ୟ କରିଥିଲେ।
National
ସେଲେବ୍ରିଟିମାନେ ଫ୍ୟାନ୍ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ
ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ସହ ଟଲିଉଡ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି।
National
ଅଳ୍ପକେ ବର୍ତ୍ତିଲେ ଶିଶୁ, ହେଲିକପ୍ଚର ରାଇଡ୍ ଚାଲିଥିବା ସମୟରେ ଖୋଲିଗଲା ଡୋର୍
ମେଳାରେ ଛୋଟ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡ ଚାଲିଥିବା ସମୟରେ ଖୋଲିଗଲା ଡୋର୍।