ଜେଲରୁୁ ବିଧାୟକ କିଣିବାକୁ ପ୍ରୟାସ କରୁଥିଲେ ଲାଲୁ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ରାଞ୍ଚି: ଚାରା ଘୋଟାଲାରେ ଜେଲରେ ସଜା କାଟୁଛନ୍ତି ଆରଜେଡି ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ଆଜି ବିହାର ବିଧାନସଭାରେ ବାଚସ୍ପତି ନିର୍ବାଚନ ଥିଲା। ଏହାପୂର୍ବରୁ ଜେଲରୁ ଥାଇ ଲାଲୁ ଶାସକ ଦଳ ବିଜେପିର ବିଧାୟକଙ୍କୁ ଫୋନ୍ କରି ନିର୍ବାଚନ ବେଳେ ଅନୁପସ୍ଥିତ ରହିବାକୁ କହିଥିଲେ। ବିଚାର ବିଭାଗୀୟ ହେପାଜତରେ ଥିବା ବେଳେ ଲାଲୁ ଏଭଳି କରିଛନ୍ତି। ଯାହାକି ବେଆଇନ୍ କହି ଲାଲୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ବାଚସ୍ପତି ନିର୍ବାଚନ […]

lalu-yadav

lalu-yadav

Subhransu Sekhar
  • Published: Wednesday, 25 November 2020
  • Updated: 25 November 2020, 10:36 PM IST

Sports

Latest News

ରାଞ୍ଚି: ଚାରା ଘୋଟାଲାରେ ଜେଲରେ ସଜା କାଟୁଛନ୍ତି ଆରଜେଡି ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ଆଜି ବିହାର ବିଧାନସଭାରେ ବାଚସ୍ପତି ନିର୍ବାଚନ ଥିଲା। ଏହାପୂର୍ବରୁ ଜେଲରୁ ଥାଇ ଲାଲୁ ଶାସକ ଦଳ ବିଜେପିର ବିଧାୟକଙ୍କୁ ଫୋନ୍ କରି ନିର୍ବାଚନ ବେଳେ ଅନୁପସ୍ଥିତ ରହିବାକୁ କହିଥିଲେ। ବିଚାର ବିଭାଗୀୟ ହେପାଜତରେ ଥିବା ବେଳେ ଲାଲୁ ଏଭଳି କରିଛନ୍ତି। ଯାହାକି ବେଆଇନ୍ କହି ଲାଲୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।

ବାଚସ୍ପତି ନିର୍ବାଚନ ପୂର୍ବରୁ ବିଜେପି ବିଧାୟକଙ୍କୁ ଫୋନ୍ କରି ଲାଲୁ କହୁଥିବା କଥାର ଅଡିଓ ଟେପ୍ ଏବେ ଭାଇରାଲ ହୋଇଛି। ଯେଉଁଥିରେ ଲାଲୁ କହିଥିଲେ ନିର୍ବାଚନରେ ଅନୁପସ୍ଥିତ ରୁହ। ତାଙ୍କ ସରକାରରେ ମନ୍ତ୍ରିମଣ୍ଡଳ ମିଳିବ ବୋଲି କହିଥିଲେ। ଏହାକୁ ଘୋଡା ବେପାର ବୋଲି ବିଜେପି କହିଛି। ତେଣୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବା ଦରକାର ବୋଲି ବିଜେପି କହିଛି। ତେବେ ଲାଲୁଙ୍କ ଘୋଡ଼ା ବେପାର ଅଡ଼ିଓ କଲ୍ ଧରା ପଡ଼ିବା ପରେ ଆରଜେଡି ନିଜକୁ ଦୂରେଇ ରଖିଛି।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ଟ୍ୱିଟ୍ କରି ଲାଲୁଙ୍କ ଫୋନ୍ ନମ୍ୱର ଜାରି କରିଛନ୍ତି। ଏଥିସହ ଲାଲୁ ଜେଲରେ ଥାଇ କିଭଳି ଆଇନକୁ ଭାଙ୍ଗୁଛନ୍ତି ସେ ବାବଦରେ କହିଥିଲେ।

ତେବେ ବିହାର ବିଧାନସଭା ନିର୍ବାଚନରେ ବିଜେପି ବିଧାୟକ ବିଜୟ ସିହ୍ନା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶାସକ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ୧୨୬ ଜଣ ମତ ରଖିଥିବା ବେଳେ ବିରୋଧୀ ପ୍ରାର୍ଥୀ ଅବାଧ ବିହାରୀ ଚୋଧୁରୀଙ୍କ ସପକ୍ଷରେ ୧୧୪ଟି ମତ ଆସିଥିଲା। ବିଜୟ କୁମାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦିଙ୍କ ନିକଟତମ ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story