ଝାରଖଣ୍ଡ: ହଜାରିବାଗ କୋର୍ଟ ପରିସରରେ ଫାଇରିଂ, ୩ ମୃତ

ଝାରଖଣ୍ଡ: ଝାରଖଣ୍ଡର ହଜାରିବାଗ କୋର୍ଟ ପରିସରରେ ମଙ୍ଗଳବାର ଆତତାଇଙ୍କ ଫାଇରିଂ ଘଟଣାରେ ୩ଜଣ କଏଦିଙ୍କ ମୃତ୍ୟୁ ଘଟିଛି । ଆତତାଇମାନେ ଏକେ-୪୭ରେ ଫାଇରିଂ କରିଥିଲା । କୋର୍ଟ ପରିସରରେ ଜଣେ ଗ୍ୟାଙ୍ଗଷ୍ଟାର ଓ ଅନ୍ୟ ଦୁଇଜଣ କଏଦିଙ୍କୁ ବିଚାର ପାଇଁ ନିଆଯାଉଥିବାବେଳେ ବାଇକରେ ଆସି ଆତତାଇମାନ ମନଇଚ୍ଛା ଗୁଳି ଚଳାଇବା ସହ ବୋମା ଫିଙ୍ଗିଥିଲେ । ଘଟଣା ସ୍ଥଳରେ ଦୁଇଜଣ କଏଦିଙ୍କ ମୃତ୍ୟୁ ଘଟିଥ‍ବାବେଳେ ଗ୍ୟାଙ୍ଗଷ୍ଟାର ଗୁରୁତର ହୋଇଥିଲେ ।  ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି […]

hajaribag

hajaribag

Rakesh Mallick
  • Published: Tuesday, 02 June 2015
  • Updated: 03 June 2015, 05:53 AM IST

Sports

Latest News

ଝାରଖଣ୍ଡ: ଝାରଖଣ୍ଡର ହଜାରିବାଗ କୋର୍ଟ ପରିସରରେ ମଙ୍ଗଳବାର ଆତତାଇଙ୍କ ଫାଇରିଂ ଘଟଣାରେ ୩ଜଣ କଏଦିଙ୍କ ମୃତ୍ୟୁ ଘଟିଛି । ଆତତାଇମାନେ ଏକେ-୪୭ରେ ଫାଇରିଂ କରିଥିଲା । କୋର୍ଟ ପରିସରରେ ଜଣେ ଗ୍ୟାଙ୍ଗଷ୍ଟାର ଓ ଅନ୍ୟ ଦୁଇଜଣ କଏଦିଙ୍କୁ ବିଚାର ପାଇଁ ନିଆଯାଉଥିବାବେଳେ ବାଇକରେ ଆସି ଆତତାଇମାନ ମନଇଚ୍ଛା ଗୁଳି ଚଳାଇବା ସହ ବୋମା ଫିଙ୍ଗିଥିଲେ । ଘଟଣା ସ୍ଥଳରେ ଦୁଇଜଣ କଏଦିଙ୍କ ମୃତ୍ୟୁ ଘଟିଥ‍ବାବେଳେ ଗ୍ୟାଙ୍ଗଷ୍ଟାର ଗୁରୁତର ହୋଇଥିଲେ ।  ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହଜାରିବାଗରୁ ରାଞ୍ଚି ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏପରି ଘଟଣା ପରେ କୋର୍ଟ ପରିସରରେ ଆତଙ୍କ ଖଳିଯାଇଥ‍ଲା । ଲୋକ ଜୀବନବିକଳରେ ଦୌଡୁଥିବା ଦେଖିବାକୁ ମିଳିଥିଲା । ପୋଲିସ ଆତତାଇମାନେ ବ୍ୟବହାର କରିଥିବା ଏକେ-୪୭କୁ ପୋଲିସ ଜବତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story