JIOର ଦିୱାଲି ଧମାକା ଅଫର: ୩୯୯ଟଙ୍କା ରିଚାର୍ଜରେ ମିଳିବ ୪୦୦ ଟଙ୍କା କ୍ୟାସବ୍ୟାକ

ଭାରତୀୟ ଟେଲିକମ୍ କମ୍ପାନି ରିଲାଏନସ୍ ଜିଓ ତାର ଉପଭୋକ୍ତା ମାନଙ୍କୁ ଖୁସି କରିବା ପାଇଁ ଭେଟି ଦେଇଛି ଅନେକ ମନଲୋଭା ଫ୍ରି ଅଫର। ସବୁ ପର୍ବପର୍ବାଣୀକୁ ଆଖି ଆଗରେ ରଖି ଜିଓ ତାର ସମସ୍ତ ଉପଭୋକ୍ତାଙ୍କୁ ସୁହାଇବା ଭଳି ସ୍ୱତନ୍ତ୍ର ଅଫର ପ୍ରସ୍ତୁତ କରିଥାଏ। ତେବେ ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି ଏହି ଅବସରରେ ଜିଓ ତାର ଗ୍ରାହକ ମାନଙ୍କୁ ଦିୱାଲି ଅଫର୍‌ ଦେଇଛି। ଯେଉଁଥିରେ ଉପଭୋକ୍ତାକାରୀ ନିଜ ଜିଓ ନମ୍ବରରେ ୩୯୯ଟଙ୍କା ରିଚାର୍ଜ କରିବା […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 08:59 PM IST

Sports

Latest News

ଭାରତୀୟ ଟେଲିକମ୍ କମ୍ପାନି ରିଲାଏନସ୍ ଜିଓ ତାର ଉପଭୋକ୍ତା ମାନଙ୍କୁ ଖୁସି କରିବା ପାଇଁ ଭେଟି ଦେଇଛି ଅନେକ ମନଲୋଭା ଫ୍ରି ଅଫର। ସବୁ ପର୍ବପର୍ବାଣୀକୁ ଆଖି ଆଗରେ ରଖି ଜିଓ ତାର ସମସ୍ତ ଉପଭୋକ୍ତାଙ୍କୁ ସୁହାଇବା ଭଳି ସ୍ୱତନ୍ତ୍ର ଅଫର ପ୍ରସ୍ତୁତ କରିଥାଏ। ତେବେ ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି ଏହି ଅବସରରେ ଜିଓ ତାର ଗ୍ରାହକ ମାନଙ୍କୁ ଦିୱାଲି ଅଫର୍‌ ଦେଇଛି। ଯେଉଁଥିରେ ଉପଭୋକ୍ତାକାରୀ ନିଜ ଜିଓ ନମ୍ବରରେ ୩୯୯ଟଙ୍କା ରିଚାର୍ଜ କରିବା ପରେ କ୍ୟାସବ୍ୟାକ୍ ପାଇବାର ଅଫର ରହିଛି। ସୂଚନା ଅନୁଯାୟୀ ଏହି ଅଫରର ଅବଧି ୧୨ରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ ରହିବ। ଏହି ଅବଧି ଭିତରେ ଯଦି ଉପଭୋକ୍ତା ୩୯୯ଟଙ୍କା ରିଚାର୍ଜ କରନ୍ତି ତେବେ ୫୦ଟଙ୍କାର ଭାଉଚର ହିସାବରେ ସେମାନଙ୍କୁ ୮ଟି ଭାଉଚର ମିଳିବ। ଅର୍ଥାତ ୪୦୦ଟଙ୍କାର ୧୦୦ପ୍ରତିଶତ କ୍ୟାସବ୍ୟାକ ମିଳିବ।

ଏହି ଭାଉଚର ମାଧ୍ୟମରେ  ୩୦୯ କିମ୍ବା ୯୧ଟଙ୍କା ନଚେତ୍ ଏହାଠୁ ଅଧିକ ଟଙ୍କା ରିଚାର୍ଜ କରିବା ସମୟରେ ମଧ୍ୟ ବ୍ୟବହାର ହୋଇପାରିବ। ପୂର୍ବପରି ଏଥିର ମଧ୍ୟ ୩୯୯ଟଙ୍କା ରିଚାର୍ଜ କରିବା ଦ୍ଵାରା ୩ମାସ ପାଇଁ ଅନଲିମିଟେଡ କଲିଂ ଓ ଦୈନିକ ୧GB ଡାଟା ବ୍ୟବହାର ପାଇଁ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story