Jio ର ନୂଆ କୌଶଳ: ଗ୍ରାହକଙ୍କୁ କମ ଦାମରେ ବାଣ୍ଟିବ iPhone

ମୁମାଇ: ଜିଓ ଫୋନ ଲଞ୍ଚ କରି ଟେଲିକମ ବଜାରରେ ନିଆଁ ଲଗାଇଥିବା ରିଲାଏନ୍ସ କମ୍ପାନୀ ଏବେ ଆଉ ଏକ ବଡ଼ ପଦକ୍ଷେପ ନେଉଛି। ଜିଓ ପକ୍ଷରୁ ଆଜି ଭାରତରେ ଆଇଫୋନର ଦୁଇଟି ନୂଆ ମଡେଲ ଲଞ୍ଚ କରାଯାଇଛି। ରିଲାଏନ୍ସ କମ୍ପାନୀର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପୁଅ ଆକାଶ ଅମ୍ବାନୀ ଶୁକ୍ରବାର ଏହି ଫୋନ ଦୁଇଟିକୁ ବଜାରକୁ ଛାଡ଼ିଛନ୍ତି। ନାଭି ମୁମ୍ବାଇରେ ଥିବା ଜିଓ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟରେ iPhone 8 ଓ 8Plus ଲଞ୍ଚ କରାଯାଇଛି। ଆପଲ କମ୍ପାନୀ […]

apple

apple

Rakesh Mallick
  • Published: Friday, 29 September 2017
  • Updated: 29 September 2017, 03:15 PM IST

Sports

Latest News

ମୁମାଇ: ଜିଓ ଫୋନ ଲଞ୍ଚ କରି ଟେଲିକମ ବଜାରରେ ନିଆଁ ଲଗାଇଥିବା ରିଲାଏନ୍ସ କମ୍ପାନୀ ଏବେ ଆଉ ଏକ ବଡ଼ ପଦକ୍ଷେପ ନେଉଛି। ଜିଓ ପକ୍ଷରୁ ଆଜି ଭାରତରେ ଆଇଫୋନର ଦୁଇଟି ନୂଆ ମଡେଲ ଲଞ୍ଚ କରାଯାଇଛି। ରିଲାଏନ୍ସ କମ୍ପାନୀର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପୁଅ ଆକାଶ ଅମ୍ବାନୀ ଶୁକ୍ରବାର ଏହି ଫୋନ ଦୁଇଟିକୁ ବଜାରକୁ ଛାଡ଼ିଛନ୍ତି। ନାଭି ମୁମ୍ବାଇରେ ଥିବା ଜିଓ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟରେ iPhone 8 ଓ 8Plus ଲଞ୍ଚ କରାଯାଇଛି। ଆପଲ କମ୍ପାନୀ ଦ୍ୱାରା ଡିଜାଇନ କରାଯାଇଥିବା ଏହି ଫୋନ କିଣା ମୂଲ୍ୟଠାରୁ 70 ପ୍ରତିଶତ କମ୍ ଦାମରେ କେବଳ ଜିଓ ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବ।

ଜିଓର 4G ଫୋନ କିଣି ବର୍ଷେ ବ୍ୟବହାର କରିବା ପରେ ଯଦି ଗ୍ରାହକ ଏହାକୁ କମ୍ପାନୀକୁ ଫୋରାଇ ଦିଅନ୍ତି ତେବେ ସେହି ଗ୍ରାହକଙ୍କୁ ଜିଓ କମ୍ପାନୀ ତରଫରୁ କମ ଦାମ୍‌ରେ ଏହି iPhone ଯୋଗାଇ ଦିଆଯିବ। ଏଥରେ ନୂଆ ଡିସପ୍ଲେ ଗ୍ଲାସ୍, ଆଲୁମିନିୟମ୍ ବଡି, ୱେରଲେସ୍ ଚାର୍ଜିଂ ପଏଣ୍ଟ, ନୂଆ ରେଟିନା ଏଚଡି ଡିସପ୍ଲେ ସହିତ ଅଧିକ ଶକ୍ତିଶାଳୀ ମୋମୋରି ଚିପ୍ ଓ A11 bionic ଡିଜାଇନ ହୋଇଛି। ଏଥିସହ ଫୋନ ଦୁଇଟିକୁ ଭାରତର ୧୧ ଟି ଭାଷାରେ ବ୍ୟବହାର କରିହେବ।

ଆଗକୁ iPhone କମ୍ପାନୀ ଓ ଜିଓ କମ୍ପାନୀ ମିଶି ଭାରତରେ ଉନ୍ନତମାନର ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁକେଶ ଅମ୍ବାନୀ ଭିଡିଓ କନଫରେନ୍ସି ମାଧ୍ୟମରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story