ଜେଏନ୍‌ୟୁରେ ଜଣେ ପିଏଚ୍‌ଡି ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଜଣେ ପିଏଚ୍‌ଡି ଛାତ୍ର ଆତ୍ମହତ୍ୟା କରି ଦେଇଛନ୍ତି। ତାଙ୍କ ନାଁ ଦୁଷ୍ମନ୍ତ। ସେ ବରେଲୀର ବାସିନ୍ଦା। ସେ ଜେଏନ୍‌ୟୁ କ୍ୟାମ୍ପସ୍ ବାହାରେ ବେର୍ ସରାୟରେ ରହୁଥିଲେ। ୨୫ ବର୍ଷୀୟ ଦୁଷ୍ମନ୍ତଙ୍କ ଆତ୍ମହତ୍ୟାର କରାଣ ଜଣାପଡ଼ି ନାହିଁ। ତାଙ୍କଠାରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା କୁହାଯାଉଛି। କିନ୍ତୁ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଦେଶ ବିରୋଧୀ ନାରାବାଜୀକୁ ନେଇ ଜେଏନ୍‌ୟୁ ଚର୍ଚ୍ଚାରେ ରହିଥିବା ବେଳେ ଏ ଘଟଣା ଯୋଗୁଁ ପୁଣି […]

jnu

jnu

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 09:49 AM IST

Sports

Latest News

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଜଣେ ପିଏଚ୍‌ଡି ଛାତ୍ର ଆତ୍ମହତ୍ୟା କରି ଦେଇଛନ୍ତି। ତାଙ୍କ ନାଁ ଦୁଷ୍ମନ୍ତ। ସେ ବରେଲୀର ବାସିନ୍ଦା। ସେ ଜେଏନ୍‌ୟୁ କ୍ୟାମ୍ପସ୍ ବାହାରେ ବେର୍ ସରାୟରେ ରହୁଥିଲେ। ୨୫ ବର୍ଷୀୟ ଦୁଷ୍ମନ୍ତଙ୍କ ଆତ୍ମହତ୍ୟାର କରାଣ ଜଣାପଡ଼ି ନାହିଁ। ତାଙ୍କଠାରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା କୁହାଯାଉଛି। କିନ୍ତୁ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ଦେଶ ବିରୋଧୀ ନାରାବାଜୀକୁ ନେଇ ଜେଏନ୍‌ୟୁ ଚର୍ଚ୍ଚାରେ ରହିଥିବା ବେଳେ ଏ ଘଟଣା ଯୋଗୁଁ ପୁଣି ବିବାଦ ଘେରକୁ ଆସିଛି ଏହି ବିଶ୍ୱବିଦ୍ୟାଳୟ। ଏହା ବିଶ୍ୱବିଦ୍ୟାଳୟ ପାଇଁ ନୂଆ ବିବାଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଏହା ପୂର୍ବରୁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ରୋହିତ ବେମୁଲା ଆତ୍ମହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story