୧୬ବର୍ଷ ଜେଲରେ ରହି ଫେରିବା ପରେ ସିଇଓ ହେବେ ଜନ୍‌ ଭୋଲୱାର୍ଡ

ସାମରୱିଲେ: ନିଜର ଗାର୍ଲଫ୍ରେଣ୍ଡ୍‌ କୁ ବଳାତ୍କାର କରିଥିବା ଯୁବକକୁ ହତ୍ୟା କରିଥିବା ଅଭିଯୋଗରେ ୨୦ ବର୍ଷ ବୟସରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୧୬ବର୍ଷ ଜେଲରେ ରହି ଫେରିଥିବା ଜନ୍‌ ଭୋଲୱାର୍ଡ ନୂଆ ବର୍ଷର ଆରମ୍ଭରେ ‘ୟୁଥ୍‌ବିଲ୍ଡ ୟୁଏସଏ ଇଙ୍କ‘ ସଂଗଠନର ସିଇଓ ହେବାକୁ ଯାଉଛନ୍ତି। ଏହି ସଂଗଠନ ସ୍କୁଲ ପାଠ ଛାଡ଼ିସାରିଥିବା ଯୁବକଗୋଷ୍ଠୀ ପୁଣିଥରେ ପାଠ ପଢ଼ାଇ କାମ କରିବାର କୌଶଳ ଶିଖାଇଥାଏ। ଜେଲରେ ଥିବା ସମୟରେ ସମୟର ସଦୁପଯୋଗ କରିବାକୁ ଯାଇ ଜନ୍‌ ଦୁଇଟି […]

john-valverde

john-valverde

Rakesh Mallick
  • Published: Monday, 26 December 2016
  • Updated: 04 May 2017, 03:44 PM IST

Sports

Latest News

ସାମରୱିଲେ: ନିଜର ଗାର୍ଲଫ୍ରେଣ୍ଡ୍‌ କୁ ବଳାତ୍କାର କରିଥିବା ଯୁବକକୁ ହତ୍ୟା କରିଥିବା ଅଭିଯୋଗରେ ୨୦ ବର୍ଷ ବୟସରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୧୬ବର୍ଷ ଜେଲରେ ରହି ଫେରିଥିବା ଜନ୍‌ ଭୋଲୱାର୍ଡ ନୂଆ ବର୍ଷର ଆରମ୍ଭରେ ‘ୟୁଥ୍‌ବିଲ୍ଡ ୟୁଏସଏ ଇଙ୍କ‘ ସଂଗଠନର ସିଇଓ ହେବାକୁ ଯାଉଛନ୍ତି। ଏହି ସଂଗଠନ ସ୍କୁଲ ପାଠ ଛାଡ଼ିସାରିଥିବା ଯୁବକଗୋଷ୍ଠୀ ପୁଣିଥରେ ପାଠ ପଢ଼ାଇ କାମ କରିବାର କୌଶଳ ଶିଖାଇଥାଏ।

ଜେଲରେ ଥିବା ସମୟରେ ସମୟର ସଦୁପଯୋଗ କରିବାକୁ ଯାଇ ଜନ୍‌ ଦୁଇଟି କଲେଜ ଡିଗ୍ରୀ ହାସଲ କରିବା ସହ ସାଥୀ କଏଦୀଙ୍କୁ ପାଠ ପଢ଼ାଉଥିଲେ। ଏହା ସହିତ ସେ ଏଚଆଇଭି-ଏଡସ୍‌ର କାଉନସିଲର ଭାବେ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story