ତେଜିଲା କନ୍ଦଳ: କେନ୍ଦ୍ର କହିଲା ତିନି ଆଇପିଏସଙ୍କୁ ଦିଲ୍ଲୀ ପଠାଅ

ନୂଆଦିଲ୍ଲୀ: ବିଜେପି ସଭାପତି ତଥା ସାଂସଦ ଜେପି ନଡ୍ଡାଙ୍କ କାରକେଡ ଉପରକୁ ଆକ୍ରମଣ ମାମଲାରେ ପୁଲିସ କଡ଼ାପଦକ୍ଷେପ ନେଇଛି। ନଡ୍ଡାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ତିନି ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ର ଡେପୁଟେସନରେ ପଠାଇବା ପାଇଁ ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରକୁ କହିଛି। ହେଲେ ମମତା ସରକାର ପଠାଇବେନି ବୋଲି ରୋକ୍ ଠୋକ୍ ମନା କରି ଦେଇଛି। ଯାହାକୁ ନେଇ ଦୁଇ ସରକାର ମଧ୍ୟରେ କଳି ତୀବ୍ର ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ବିଜେପି ସଭାପତି ଜେପି ନଡ୍ଡାଙ୍କ […]

home-ministry

home-ministry

Subhransu Sekhar
  • Published: Saturday, 12 December 2020
  • Updated: 12 December 2020, 06:52 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ସଭାପତି ତଥା ସାଂସଦ ଜେପି ନଡ୍ଡାଙ୍କ କାରକେଡ ଉପରକୁ ଆକ୍ରମଣ ମାମଲାରେ ପୁଲିସ କଡ଼ାପଦକ୍ଷେପ ନେଇଛି। ନଡ୍ଡାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ତିନି ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ର ଡେପୁଟେସନରେ ପଠାଇବା ପାଇଁ ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରକୁ କହିଛି। ହେଲେ ମମତା ସରକାର ପଠାଇବେନି ବୋଲି ରୋକ୍ ଠୋକ୍ ମନା କରି ଦେଇଛି। ଯାହାକୁ ନେଇ ଦୁଇ ସରକାର ମଧ୍ୟରେ କଳି ତୀବ୍ର ହେବ ବୋଲି ସ୍ପଷ୍ଟ ହୋଇଯାଇଛି।

ବିଜେପି ସଭାପତି ଜେପି ନଡ୍ଡାଙ୍କ କାରକେଡ୍ ଆକ୍ରମଣ ନେଇ ଗୃହମନ୍ତ୍ରାଳୟ ରାଜ୍ୟପାଳଙ୍କ ରିପୋର୍ଟ ଆଧାରରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ଡିଜିଙ୍କୁ ସମନ୍ କରିଥିଲା। ନୂଆଦିଲ୍ଲୀ ଆସି ସମନର ଜବାବ ରଖିବାକୁ କେନ୍ଦ୍ର କହିଥିଲା। ତେବେ ପଶ୍ଚିମବଙ୍ଗର ମମତା ସରକାର କହିଛନ୍ତି ସେମାନେ ଦିଲ୍ଲୀ ଆସିପାରିବେନି।

ମୁଖ୍ୟ ଶାସନ ସଚିବ ଆଲାପାନ୍ ବନ୍ଦୋପାଧ୍ୟାୟ କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କୁ ଚିଠି ଲେଖି କହିଛନ୍ତି, ରାଜ୍ୟ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ଡିସେମ୍ବର ୧୪ରେ ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ପଶ୍ଚିମବଙ୍ଗର ସେ ନିଜେ ଏବଂ ପୁଲିସ ମହାନିର୍ଦ୍ଦେଶକ ଡିସେମ୍ବର ୧୪ରେ ସୁରକ୍ଷା ସହ ଜଡିତ ବ୍ୟକ୍ତିଙ୍କ ସମେତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଗମ୍ଭୀରତାର ସହ କାମ କରୁଛନ୍ତି। ଏହି ଚିଠି ମାଧ୍ୟମରେ ସେ ପରୋକ୍ଷରେ ସୂଚାଇ ଦେଇଥିଲେ ଯେ ସେ କେବଳ ରାଜ୍ୟ ସରକାରଙ୍କ ଆଦେଶ ପାଳନ କରୁଛନ୍ତି।

ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି କେନ୍ଦ୍ର ପ୍ରୋଟୋକଲରେ ତ୍ରୁଟି ପାଇଁ ଏଭଳି ହୋଇଛି। ତେଣୁ ସରକାର ଏ ନେଇ ରିପୋର୍ଟ ମାଗିଛନ୍ତି। ରାଜ୍ୟ ସରକାର କଣ କରିବେ ନକରିବେ ତାହା କିଛି ଫରକ ପଡ଼େନି।

ସୂଚନାଯୋଗ୍ୟ, ପୂର୍ବରୁ ତାମିଲନାଡୁର ଜଣେ ମହିଳା ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ର ଡେପୁଟେସନରେ ପଠାଇବାକୁ ଗୃହ ମନ୍ତ୍ରାଳୟ କହିଥିଲା। ହେଲେ ତାମିଲନାଡୁ ସରକାର ରାଜି ହୋଇନଥିଲେ। ଶେଷରେ ସେହି ମହିଳା ଆଇପିଏସଙ୍କୁ ଦିଲ୍ଲୀ ଆସିବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story