କାବୁଲ୍‌: ଦରଘାରେ ବନ୍ଧୁକଧାରୀଙ୍କ ଆକ୍ରମଣ, ୧୪ ମୃତ, ୨୬ ଆହତ

କାବୁଲ୍‌: ଆଫଗାନିସ୍ତାନ ରାଜଧାନୀ କାବୁଲ୍‌ରେ ମହରମ୍‌ର ଗୋଟିଏ ଦିନ ପୂର୍ବରୁ ଶିୟା ଦରଘା ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ଅଛନ୍ତି। ଆକ୍ରମଣକାରୀମାନେ ଦୀର୍ଘ ସମୟ ଦରଘାରେ ରହିବା ପରେ ଲୋକମାନଙ୍କୁ ବନ୍ଧକ ରଖି ଗୁଳି ଚଳାଇଥିଲେ। ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି,“ ମିଲିଟାରୀ ପୋଷାକ ପିନ୍ଧି ୩ ଜଣ ବନ୍ଧୁକଧାରୀ ଦରଘା ଭିତରକୁ ଆସିଥିଲେ। ଦରଘାରେ […]

afghan

afghan

Rakesh Mallick
  • Published: Wednesday, 12 October 2016
  • Updated: 04 May 2017, 03:44 PM IST

Sports

Latest News

କାବୁଲ୍‌: ଆଫଗାନିସ୍ତାନ ରାଜଧାନୀ କାବୁଲ୍‌ରେ ମହରମ୍‌ର ଗୋଟିଏ ଦିନ ପୂର୍ବରୁ ଶିୟା ଦରଘା ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ଅଛନ୍ତି।

ଆକ୍ରମଣକାରୀମାନେ ଦୀର୍ଘ ସମୟ ଦରଘାରେ ରହିବା ପରେ ଲୋକମାନଙ୍କୁ ବନ୍ଧକ ରଖି ଗୁଳି ଚଳାଇଥିଲେ। ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି,“ ମିଲିଟାରୀ ପୋଷାକ ପିନ୍ଧି ୩ ଜଣ ବନ୍ଧୁକଧାରୀ ଦରଘା ଭିତରକୁ ଆସିଥିଲେ। ଦରଘାରେ ଆକ୍ରମଣ ଖବର ପାଇ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ସିଲ୍‌ କରି ଦେଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story