ରଜନୀକାନ୍ତଙ୍କୁ କଡ଼ା ସମାଲୋଚନା କଲେ କମଲ୍ ହାସନ୍‌

ଚେନ୍ନାଇ: ଅଭିନେତାରୁ ରାଜନେତା ହୋଇଥିବା ରଜନୀକାନ୍ତ ଓ କମଲ୍‌ ହାସନ୍‌ଙ୍କ ମଧ୍ୟରେ ଏବେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।ଗତକାଲି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ କମଲ୍‌ ହାସନ୍‌ ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍‌ଙ୍କ ସହିତ ରଜନୀକାନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗତକାଲି ରଜନୀକାନ୍ତ ଘୋଷଣା କରିଥିଲେ ଯେ ସେ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ। ଆଉ ଏହାକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କମଲ୍‌ ହାସନ୍‌। ରଜନୀକାନ୍ତଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି,“ଦେହରେ […]

kamalrajanikant

kamalrajanikant

Jitendra Garnayak
  • Published: Monday, 18 February 2019
  • Updated: 18 February 2019, 09:33 AM IST

Sports

Latest News

ଚେନ୍ନାଇ: ଅଭିନେତାରୁ ରାଜନେତା ହୋଇଥିବା ରଜନୀକାନ୍ତ ଓ କମଲ୍‌ ହାସନ୍‌ଙ୍କ ମଧ୍ୟରେ ଏବେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।ଗତକାଲି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ କମଲ୍‌ ହାସନ୍‌ ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍‌ଙ୍କ ସହିତ ରଜନୀକାନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଗତକାଲି ରଜନୀକାନ୍ତ ଘୋଷଣା କରିଥିଲେ ଯେ ସେ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ। ଆଉ ଏହାକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କମଲ୍‌ ହାସନ୍‌।

ରଜନୀକାନ୍ତଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି,“ଦେହରେ ତେଲ ଲଗାଇବା ପରେ ଓ ଜଙ୍ଘରେ ହାତ ଥାପୁଡ଼ାଇବା ପରେ ଜଣେ ମଲ୍ଲଯୋଦ୍ଧା ଆସନ୍ତାକାଲି ଲଢ଼ିବି ବୋଲି କହି ରିଙ୍ଗ୍‌ରୁ ଫେରିଯିବା ଉଚିତ୍ ନୁହେଁ। ଯଦି ସେ ଏଭଳି କରନ୍ତି, ତା’ହେଲେ ଲୋକେ ତାଙ୍କୁ ଦେଖି ହସିବେ।”

ସୂଚନାଯୋଗ୍ୟ, ରଜନୀକାନ୍ତଙ୍କ ଭଳି କମଲ୍‌ ହାସନ୍‌ ମଧ୍ୟ ଏକ ରାଜନୈତିକ ଦଳ ଗଠନ କରିଛନ୍ତି। ଗତବର୍ଷ ସେ ରାଜନୀତିରେ ପ୍ରବେଶ କରିବା ସହିତ ନିଜର ଏକ ଦଳ ଗଠନ କରିଥିଲେ। ତାଙ୍କ ଦଳର ନାଁ ମକ୍କଲ ନିଧି ମଇମା(ଏମଏନ୍‌ଏମ୍‌)।

ଗତ ବର୍ଷ ଡିସେମ୍ବର ମାସରେ କମଲ୍‌ ହାସନ୍‌ ଘୋଷଣା କରିଥିଲେ ଯେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ।

ଆହୁରି ପଢ଼ନ୍ତୁ: ଲୋକସଭା ନିର୍ବାଚନ ଲଢ଼ିବେନି ରଜନୀକାନ୍ତ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story