ନେହରୁଙ୍କୁ ଶିବରାଜ ‘ଅପରାଧୀ’ କହିବା ପରେ କଡ଼ା ଜବାବ ରଖିଲେ କମଲନାଥ୍

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ୍ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ନେହରୁଙ୍କୁ ଅପରାଧୀ କହିବା ପ୍ରସଙ୍ଗରେ କଡ଼ା ଜବାବ ରଖିଛନ୍ତି। ଦୀର୍ଘ ୫୫ ବର୍ଷ ପରେ ନେହେରୁଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ ଓ ଅଶୋଭନୀୟ ବୋଲି କମଲନାଥ୍ ଟୁଇଟ୍ କରି କହିଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ନୂଆ ଭାରତର ପ୍ରତିଷ୍ଠାତା। ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି।   देश के प्रथम […]

kamalnath

kamalnath

Subhransu Sekhar
  • Published: Monday, 12 August 2019
  • Updated: 12 August 2019, 11:27 AM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ୍ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ନେହରୁଙ୍କୁ ଅପରାଧୀ କହିବା ପ୍ରସଙ୍ଗରେ କଡ଼ା ଜବାବ ରଖିଛନ୍ତି। ଦୀର୍ଘ ୫୫ ବର୍ଷ ପରେ ନେହେରୁଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ ଓ ଅଶୋଭନୀୟ ବୋଲି କମଲନାଥ୍ ଟୁଇଟ୍ କରି କହିଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ନୂଆ ଭାରତର ପ୍ରତିଷ୍ଠାତା। ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି।

https://twitter.com/OfficeOfKNath/status/1160483510919950339

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗତକାଲି ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ କଶ୍ମୀର ପ୍ରସଙ୍ଗରେ ନେହରୁ ଜଣେ ଅପରାଧୀ। ତାଙ୍କ ପାଇଁ କଶ୍ମୀରର ଏକ ତୃତୀୟାଂଶ ପାକିସ୍ତାନ ପାଖରେ ରହିଛି। ଯେତେବେଳେ ଭାରତୀୟ ଯବାନ କଶ୍ମୀରରେ ପାକିସ୍ତାନକୁ କଡ଼ା ଜବାବ ଦେଉଥିଲେ ସେତେବେଳେ ନେହେରୁ ଏହି ବିବାଦୀୟ ପ୍ରସଙ୍ଗରେ ଜାତିସଂଘରେ ବିଚାର ହେବ ବୋଲି ଘୋଷଣା କରିଥିବା ଦର୍ଶାଇ ଶିବରାଜ ସିଂହ ଏହି ମନ୍ତବ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story