କମଲନାଥଙ୍କ କଲାର ଭିଡ଼ି ଆକ୍ରମଣ କରିବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ କଂଗ୍ରେସ ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାଁ ରହିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେବେ କମଲନାଥ ଦିଲ୍ଲୀରେ ଭାଷଣ ଦେଲେ ତାଙ୍କ କଲାର ଧରି ଘୋଷାଡ଼ି ତଳକୁ ଅଣାଯିବ ବୋଲି ଆଜି ଦିଲ୍ଲୀ ଶିଖ ଗୁରୁଦ୍ୱାର ମ୍ୟାନେଜମେଣ୍ଟ କମିଟି ସଭାପତି ଓ ଅକାଳୀ ଦଳ ନେତା ମଜିନ୍ଦର ସିଂହ ସିର୍ସା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “କମଲନାଥଙ୍କୁ ଦିଲ୍ଲୀର […]

n

n

Hemant Lenka
  • Published: Thursday, 23 January 2020
  • Updated: 23 January 2020, 02:19 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ କଂଗ୍ରେସ ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାଁ ରହିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେବେ କମଲନାଥ ଦିଲ୍ଲୀରେ ଭାଷଣ ଦେଲେ ତାଙ୍କ କଲାର ଧରି ଘୋଷାଡ଼ି ତଳକୁ ଅଣାଯିବ ବୋଲି ଆଜି ଦିଲ୍ଲୀ ଶିଖ ଗୁରୁଦ୍ୱାର ମ୍ୟାନେଜମେଣ୍ଟ କମିଟି ସଭାପତି ଓ ଅକାଳୀ ଦଳ ନେତା ମଜିନ୍ଦର ସିଂହ ସିର୍ସା ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, “କମଲନାଥଙ୍କୁ ଦିଲ୍ଲୀର କୌଣସି ବି କୋଣରେ ଆମେ ସାଧାରଣ ସଭା କରିବାକୁ ଦେବୁ ନାହିଁ। ଆମେ ଏଥିପାଇଁ କଂଗ୍ରେସକୁ ଚ୍ୟାଲେଞ୍ଜ ମଧ୍ୟ କରୁଛୁ। ଯଦି କଂଗ୍ରେସ ତାଙ୍କୁ ପ୍ରଚାର କରିବାକୁ ଏଠାକୁ ଆଣିବ, ତା’ହେଲେ ଆମେ ତାଙ୍କ କଲାର ଘୋଷାଡ଼ି ଷ୍ଟେଜ ତଳକୁ ଆଣିବାକୁ ବାଧ୍ୟ ହେବୁ।

୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ କମଲନାଥଙ୍କ ହାତ ଥିଲା। କଂଗ୍ରେସ ଶିଖ୍‌ ହତ୍ୟାକାରୀଙ୍କ ପ୍ରଚାର କରିବାରେ ଲାଗିଛି। ଆମେ କମଲନାଥଙ୍କ ବିରୋଧରେ ବର୍ଷ ବର୍ଷ ଧରି ସଂଘର୍ଷ କରିବା ପରେ ତାଙ୍କ ନାଁରେ ଥିବା ମାମଲାର ଫାଇଲ ପୁଣି ଖୋଲିଛି। କଂଗ୍ରେସ ତାଙ୍କୁ ଅନେକ ଥର ଘଣ୍ଟ ଘୋଡ଼ାଇଛି। ହେଲେ ଏବେ ଆମେ ଏହାକୁ ଆଉ ସହ୍ୟ କରିବୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story