ଜମାତିଙ୍କ ସୂଚନା ଦେଇ ପାଇପାରିବେ ୧୦ ହଜାର ଟଙ୍କା

କାନପୁର: ଦେଶରେ ଏଯାବତ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତ ଜମାତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ୨୨ ହଜାର ଜମାତି ଏବେ ଏକାନ୍ତବାସରେ ରହିଛନ୍ତି। ଅନେକ ଜମାତି ସୂଚନା ଦେଇନାହାନ୍ତି। ଏବେ ଜମାତିଙ୍କୁ ଧରିବା ପାଇଁ ପୁଲିସ ଆରମ୍ଭ କରିଛି ନୂଆ ପ୍ରକ୍ରିୟା। ଜମାତିଙ୍କ ବାବଦରେ ଯିଏ ସୂଚନା ଦେବେ ସିଏ ୧୦, ହଜାର ଟଙ୍କା ପୁରସ୍କାର ସ୍ୱରୂପ ପାଇବେ ବୋଲି ଉତ୍ତର ପ୍ରଦେଶର କାନପୁର ପୁଲିସ ଘୋଷଣା କରିଛି। କାନପୁର ଆଇଜି ମୋହିତ ଅଗ୍ରଓ୍ୱାଲ ଏହି ସୂଚନା […]

JAMATI

JAMATI

Subhransu Sekhar
  • Published: Monday, 20 April 2020
  • Updated: 20 April 2020, 06:05 PM IST

Sports

Latest News

କାନପୁର: ଦେଶରେ ଏଯାବତ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତ ଜମାତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ୨୨ ହଜାର ଜମାତି ଏବେ ଏକାନ୍ତବାସରେ ରହିଛନ୍ତି। ଅନେକ ଜମାତି ସୂଚନା ଦେଇନାହାନ୍ତି। ଏବେ ଜମାତିଙ୍କୁ ଧରିବା ପାଇଁ ପୁଲିସ ଆରମ୍ଭ କରିଛି ନୂଆ ପ୍ରକ୍ରିୟା।

ଜମାତିଙ୍କ ବାବଦରେ ଯିଏ ସୂଚନା ଦେବେ ସିଏ ୧୦, ହଜାର ଟଙ୍କା ପୁରସ୍କାର ସ୍ୱରୂପ ପାଇବେ ବୋଲି ଉତ୍ତର ପ୍ରଦେଶର କାନପୁର ପୁଲିସ ଘୋଷଣା କରିଛି। କାନପୁର ଆଇଜି ମୋହିତ ଅଗ୍ରଓ୍ୱାଲ ଏହି ସୂଚନା ଦେଇଛନ୍ତି। କାନପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଆଇଜି ଏଭଳି ଘୋଷଣା କରିଛନ୍ତି।

ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ବିଶାଳ ଧାର୍ମିକ ସମାବେଶ ଆୟୋଜନ ହୋଇଥିଲା। ନିକଟରେ ଉତ୍ତରପ୍ରଦେଶରେ ଯେଉଁମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କର ନିଜାମୁଦ୍ଦିନ ଲିଙ୍କ ବାହାରିଛି। ଏହାପରେ କରୋନାର ହଟସ୍ପଟ ଉତ୍ତର ପ୍ରଦେଶ ରହିଥିବା ଜଣାପଡ଼ିଛି।

କାନପୁରରେ ଏଯାବତ ୭୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୭ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ପୂର୍ବରୁ ଆଜମଗଡ଼ ପୁଲିସ ସମାନ ନୀତି ଆପଣାଇଥିଲା। ଜମାତିଙ୍କ ବାବଦରେ ସୂଚନା ଦେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଦିଆଯିବ ବୋଲି ଆଜମଗଡ଼ ଏସପି ତ୍ରିଭେଣୀ ସିଂହ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story