କାଶ୍ମୀର ପ୍ରସଙ୍ଗରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: କାଶ୍ମୀର ଗସ୍ତ ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ଆଜି ସର୍ବଦଳୀୟ ପ୍ରତିନିଧି ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ  କଂଗ୍ରେସ ନେତା  ଅମ୍ୱିକା ସୋନି, ଗୁଲାମ ନବୀ ଆଜାଦ୍‌, କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ଶରଦ ଯାଦବଙ୍କ ସମେତ ବହୁ ନେତା ସାମିଲ୍‌ ହୋଇଥିଲେ। ଏ ଅବସରରେ ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି,“ ହୁରିୟତ୍‌ ନେତାଙ୍କୁ ମଧ୍ୟ ଆଲୋଚନା କରିବାକୁ ଡକାଯାଉ। ଫଳରେ ସମସ୍ତଙ୍କୁ […]

kasmir

kasmir

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 01:50 PM IST

Sports

Latest News

ନୂଆଦିଲ୍ଲୀ: କାଶ୍ମୀର ଗସ୍ତ ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ଆଜି ସର୍ବଦଳୀୟ ପ୍ରତିନିଧି ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ  କଂଗ୍ରେସ ନେତା  ଅମ୍ୱିକା ସୋନି, ଗୁଲାମ ନବୀ ଆଜାଦ୍‌, କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ଶରଦ ଯାଦବଙ୍କ ସମେତ ବହୁ ନେତା ସାମିଲ୍‌ ହୋଇଥିଲେ।

ଏ ଅବସରରେ ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି,“ ହୁରିୟତ୍‌ ନେତାଙ୍କୁ ମଧ୍ୟ ଆଲୋଚନା କରିବାକୁ ଡକାଯାଉ। ଫଳରେ ସମସ୍ତଙ୍କୁ ବୈଠକରେ ସାମିଲ କରାଯାଉଥିବା ବାର୍ତ୍ତା ଯାଇପାରିବ।

ସର୍ବଦଳୀୟ ବୈଠକରେ ସାମିଲ ହେବା ପୂର୍ବରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ବାସଭବନରେ ଏକ ବୈଠକ ଡାକିଥିଲେ। ଏଥିରେ ଗୁଲାମ ନବୀ ଆଜାଦ୍‌, ମଲ୍ଲିକାର୍ଜୁନ୍‌ ଖଡ଼ଗେ ଓ  ଅମ୍ୱିକା ସୋନୀ ଉପସ୍ଥିତ ଥିଲେ।

କାଶ୍ମୀର ଘାଟିରେ ପ୍ରାୟ ୨ ମାସ ହେବ ଚାଲିଥିବା ହିଂସାର ସ୍ଥିତି ଅନୁଧ୍ୟାନ କରିବା ପାଇଁ  ସର୍ବଦଳୀୟ  ପ୍ରତିନିଧି ଦଳ ଆସନ୍ତାକାଲି ଶ୍ରୀନଗର ଗସ୍ତ କରିବ। ରାଜନାଥ ସିଂଙ୍କ  ନେତୃତ୍ୱରେ ଏହି ଟିମ୍‌ ସେଠାକୁ ଯିବ।

ଏହି ଦଳ ଦୁଇ ଦିନ କାଶ୍ମୀରରେ ରହି ସ୍ଥିତି ସମୀକ୍ଷା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story