କେନ୍ଦ୍ରର ବିରୋଧ ପରେ ଲକଡାଉନ କୋହଳ ନିଷ୍ପତ୍ତି ପ୍ରତ୍ୟାହାର କଲା କେରଳ

ନୂଆଦିଲ୍ଲୀ: କେନ୍ଦ୍ରର ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରି ନିଜ ଇଚ୍ଛାରେ ନିୟମ ପ୍ରଣୟନ କରିଥିବା କେରଳ ସରକାର ଶେଷରେ ୟୁ-ଟର୍ଣ୍ଣ ନେଇଛନ୍ତି। କେରଳରେ କରୋନା ପ୍ରକୋପ କମିଥିବାରୁ ଆଜିଠାରୁ ସରକାର ବିଭିନ୍ନ ଢାବା, ରେଷ୍ଟୁରାଣ୍ଟ, ଘରୋଇ ଗାଡ଼ି ଚଳାଚଳ ଓ ସେଲୁନ ଭଳି କିଛି ପ୍ରତିଷ୍ଠାନ ଚାଲୁ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ନେଇ କେନ୍ଦ୍ର ଆପତ୍ତି ଉଠାଇ ଥିଲା। ସବୁ ରାଜ୍ୟ କେନ୍ଦ୍ର ଜାରି କରିଥିବା ଗାଇଡଲାଇନକୁ ପାଳନ କରିବାକୁ ବାଧ୍ୟ ବୋଲି କୁହାଯାଇଥିଲା। […]

k

k

Hemant Lenka
  • Published: Monday, 20 April 2020
  • Updated: 20 April 2020, 01:14 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରି ନିଜ ଇଚ୍ଛାରେ ନିୟମ ପ୍ରଣୟନ କରିଥିବା କେରଳ ସରକାର ଶେଷରେ ୟୁ-ଟର୍ଣ୍ଣ ନେଇଛନ୍ତି। କେରଳରେ କରୋନା ପ୍ରକୋପ କମିଥିବାରୁ ଆଜିଠାରୁ ସରକାର ବିଭିନ୍ନ ଢାବା, ରେଷ୍ଟୁରାଣ୍ଟ, ଘରୋଇ ଗାଡ଼ି ଚଳାଚଳ ଓ ସେଲୁନ ଭଳି କିଛି ପ୍ରତିଷ୍ଠାନ ଚାଲୁ କରିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ଏହାକୁ ନେଇ କେନ୍ଦ୍ର ଆପତ୍ତି ଉଠାଇ ଥିଲା। ସବୁ ରାଜ୍ୟ କେନ୍ଦ୍ର ଜାରି କରିଥିବା ଗାଇଡଲାଇନକୁ ପାଳନ କରିବାକୁ ବାଧ୍ୟ ବୋଲି କୁହାଯାଇଥିଲା। ଏହାପରେ କେରଳ ସରକାର ଜରୁରୀ କାଳୀନ କ୍ୟାବିନେଟ ବୈଠକ ଡକାଇଥିଲେ। ଏହି ବୈଠକରେ ସବୁ ପୂର୍ବ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

କେରଳ ସରକାର କହିଛନ୍ତି ଯେ ଆମେ କେନ୍ଦ୍ରର ଲକଡାଉନ ନିୟମକୁ ପାଳନ କରୁଛୁ। କେବଳ କିଛି କମ୍ୟୁନିକେସନ ଗ୍ୟାପ ଯୋଗୁ ବିବାଦ ଉପୁଜିଥିଲା। ଏବେ ଏହା ଠିକ ହୋଇଯାଇଛି। ଆମେ ଏ ସମ୍ପର୍କରେ କେନ୍ଦ୍ରକୁ ସବୁ କଥା ଅବଗତ କରାଇ ଦେଇଛୁ।

କେରଳ ସରକାର ସ୍ଥାନୀୟ ଦୋକାନ ବଜାର, ବୁକ ଷ୍ଟୋର ଓ ରେଷ୍ଟୁରାଣ୍ଟ ଖୋଲିବା ସହ ସହର ମଧ୍ୟରେ ଗାଡ଼ି ଚଳାଚଳ ପାଇଁ ଅନୁମତି ଦେଇଥିଲେ। ଏଥିସହ କାରର ପଛ ସିଟରେ ଦୁଇ ଜଣ ଓ ବାଇକରେ ଜଣେ ଚାଳକ ଯାଇ ପାରିବେ ବୋଲି କହିଥିଲେ। ହେଲେ କେନ୍ଦ୍ର ଗାଇଡଲାଇନରେ ଏସବୁ ବ୍ୟବସ୍ଥା ନଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କେରଳ ସମେତ ଏକାଧିକ ରାଜ୍ୟକୁ ସମସ୍ତ ନିୟମକୁ ପାଳନ କରିବାକୁ ତାଗିଦ କରିଥିଲା।

କେରଳ ସରକାର ଅତିରିକ୍ତ କ୍ଷେତ୍ରକୁ କାର୍ଯ୍ୟକ୍ଷମର ଅନୁମତି ଦେଇ ଲକଡାଉନ ନିୟମକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି। ତେଣୁ ଏଥରୁ ରାଜ୍ୟ ସରକାର କ୍ଷାନ୍ତ ରହିବା ଦରକାର ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story