ଅଯୋଧ୍ୟା ରାୟ: ସଂକ୍ଷେପରେ ସୁପ୍ରିମ କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ନିର୍ଦ୍ଦେଶ। ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ନି ଓ୍ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେବା ସହିତ ଜମିର ମାଲିକାନା ସତ୍ତ୍ୱ ଟ୍ରଷ୍ଟକୁ ଦେବାକୁ କହିଛନ୍ତି। ଏହାସହିତ ମନ୍ଦିର ନିର୍ମାଣ ପାଇଁ ମଧ୍ୟ […]

supreme-court

supreme-court

Subhransu Sekhar
  • Published: Saturday, 09 November 2019
  • Updated: 09 November 2019, 01:47 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ନିର୍ଦ୍ଦେଶ। ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ନି ଓ୍ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେବା ସହିତ ଜମିର ମାଲିକାନା ସତ୍ତ୍ୱ ଟ୍ରଷ୍ଟକୁ ଦେବାକୁ କହିଛନ୍ତି। ଏହାସହିତ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଟ୍ରଷ୍ଟ ତିଆରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଉ ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  • ବିବାଦୀୟ ଜମି ହିନ୍ଦୁମାନଙ୍କୁ ଦେବାକୁ ନିଷ୍ପତ୍ତି।
  • ୩-୪ ମାସ ଭିତରେ ଟ୍ରଷ୍ଟ ତିଆରି କରିବେ କେନ୍ଦ୍ର ସରକାର।
  • ଟ୍ରଷ୍ଟ ମନ୍ଦିର ଓ ମସଜିଦ ନିର୍ମାଣ କାମର ତଦାରଖ କରିବ।
  • ମୁସଲିମ୍ ପକ୍ଷଙ୍କୁ ବିକଳ୍ପ ଜାଗା ଅଯୋଧ୍ୟାରେ ଦେବାକୁ ନିର୍ଦ୍ଦେଶ।
  • ସୁନ୍ନି ଓ୍ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ।
  • ଶିଆ ବୋର୍ଡର ଆବେଦନ ଖାରଜ।
  • ନିର୍ମୋହୀ ଅଖଡ଼ାର ଦାବି ଖାରଜ, ଆଖଡା ସେବା କରି ପାରିବ ନାହିଁ। କେବଳ ପରିଚାଳନା କରିବ।
  • ମସଜିଦ୍ ତଳେ ଅନେକ ଢାଞ୍ଚା ରହିଥିଲା, ହେଲେ ଏହା ଇସଲାମିକ ଢାଞ୍ଚା ନଥିଲା। ଖାଲି ଜମିରେ ତିଆରି ହୋଇନି ମସଜିଦ।
  • ହିନ୍ଦୁଙ୍କ ବିଶ୍ୱାସ ରହିଛି, ଅଯୋଧ୍ୟାରେ ରାମ ଜନ୍ମଗ୍ରହଣ କରିଥିଲେ। ଅଦାଲତ ଏହି ମାମଲାରେ କୌଣସି ମତ ରଖିବେ ନାହିଁ। ମାଲିକାନା ଆସ୍ଥା ଓ ବିଶ୍ୱାସ ଆଧାରରେ ଦେଇ ହେବ ନାହିଁ।
  • ପ୍ରତ୍ନତାତ୍ତ୍ୱିକ ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା। ଏହାପରେ ଦ୍ୱାଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ କୌଣସି ତଥ୍ୟ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story