ଖାଲି ମ୍ୟାଗି ନୁହେଁ ଅନ୍ୟବ୍ରାଣ୍ଡର ନୁଡୁଲ୍ସ ମଧ୍ୟ କ୍ଷତିକାରକ

ନୂଆଦିଲ୍ଲୀ: ଖାଲି ମ୍ୟାଗି ନୁହେଁ ଅନ୍ୟବ୍ରାଣ୍ଡର ନୁଡୁଲ୍ସ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ବଜାରକୁ ଆସୁଥିବା ଅନ୍ୟ ବ୍ରାଣ୍ଡର ନୁଡୁଲ୍ସ ଓ ଆଳୁ ଚିପ୍ସ ଉପରେ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯିବା ଉଚିତ। ଏହି ମତ ଦେଇଛନ୍ତି ଦିଲ୍ଲୀର ଏକ ଖାଦ୍ୟ ପରୀକ୍ଷା କରୁଥିବା ଖାଦ୍ୟ ଓ ସଂରକ୍ଷଣ ବିଶେଷଜ୍ଞ। ପରୀକ୍ଷା ପରେ ଏହାକୁ ବଜାରକୁ ଆସିବାକୁ ଅନୁମତି ମିଳିବା ଦରକାର ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏହାକୁ ନେଇ ମାତ୍ର ଦୁଇ ମିନିଟ‍୍‌ରେ ପ୍ରସ୍ତୁତ ହେଉଥିବା ‘ମ୍ୟାଗି’ […]

maggi

maggi

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 04:17 AM IST

Sports

Latest News

ନୂଆଦିଲ୍ଲୀ: ଖାଲି ମ୍ୟାଗି ନୁହେଁ ଅନ୍ୟବ୍ରାଣ୍ଡର ନୁଡୁଲ୍ସ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ବଜାରକୁ ଆସୁଥିବା ଅନ୍ୟ ବ୍ରାଣ୍ଡର ନୁଡୁଲ୍ସ ଓ ଆଳୁ ଚିପ୍ସ ଉପରେ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯିବା ଉଚିତ। ଏହି ମତ ଦେଇଛନ୍ତି ଦିଲ୍ଲୀର ଏକ ଖାଦ୍ୟ ପରୀକ୍ଷା କରୁଥିବା ଖାଦ୍ୟ ଓ ସଂରକ୍ଷଣ ବିଶେଷଜ୍ଞ। ପରୀକ୍ଷା ପରେ ଏହାକୁ ବଜାରକୁ ଆସିବାକୁ ଅନୁମତି ମିଳିବା ଦରକାର ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ଏହାକୁ ନେଇ ମାତ୍ର ଦୁଇ ମିନିଟ‍୍‌ରେ ପ୍ରସ୍ତୁତ ହେଉଥିବା ‘ମ୍ୟାଗି’ ସଙ୍କଟରେ ପଡିଛି। ଦେଶସାରା ସଂଗୃହୀତ ମ୍ୟାଗିର ନମୁନା ପରୀକ୍ଷା ପାଇଁ ଜମା କରାଯାଇଛି। ପରୀକ୍ଷା ପରେ ଆଗାମୀ ଦୁଇଦିନରେ ରିପୋର୍ଟ ଆସିଯିବ। ରିପୋର୍ଟ ଆସିବା ପରେ ମ୍ୟାଗିକୁ ଖାଇବା ପାଇଁ ଅନୁମତି ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ। ସୂଚନାଯୋଗ୍ୟ ଯେ ଭାରତୀୟ ଖାଦ୍ୟ ମାନକ ଓ ସୁରକ୍ଷା ପ୍ରାଧିକରଣ (ଏଫଏସ‍ଏସ‍ଏଆଇ) ଗତ ସପ୍ତାହରେ ସମଗ୍ର ଦେଶରେ ମ୍ୟାଗି ନମୁନାର ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲା। ମ୍ୟାଗିରେ ବିପଜ୍ଜନକ ସ୍ତରରେ ସିସା ଓ ମୋନୋସୋଡିୟମ‍୍‌ ଗ୍ଲୁଟାମେଟ ରହିଥିବା ଜଣାପଡିବା ପରେ ଏହି ନିର୍ଦେଶ ଦିଆଯାଇଥିଲା। ଲୋକଙ୍କ ବିଶେଷ କରି ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଫ୍ଏସ‍୍‌ଏସ‍୍‌ଏଆଇ ପକ୍ଷରୁ ସମସ୍ତ ରାଜ୍ୟକୁ ଚିଠି ଲେଖାଯାଇ ତୁରନ୍ତ ମ୍ୟାଗିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ କୁହାଯାଇଥିଲା। 

ମ୍ୟାଗି ନୁଡୁଲ୍ସରେ ବିପଜ୍ଜନକ ରାସାୟନିକ ସାମଗ୍ରୀ ଆବଶ୍ୟକଠାରୁ ଅଧିକ ରହିଥିବା ଜଣାପଡିବା ପରେ ଦିଲ୍ଲୀର କେଜରିୱାଲ ସରକାର ୧୫ଦିନ ପର୍ଯ୍ୟନ୍ତ ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଏହାପୂର୍ବରୁ କେରଳ ସରକାର ମ୍ୟାଗି ଉପରେ କଟକଣା ଲଗାଇଥିଲେ। ମ୍ୟାଗି ନିର୍ମାଣ କରୁଥିବା ନେସ‍ଲେ କମ୍ପାନୀର ଅଧିକାରୀଙ୍କ ସହିତ ଆଲୋଚନା ପରେ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ମ୍ୟାଗି ପାଇଁ ବିଜ୍ଞାପନରେ ପ୍ରଚାର କରିଥିବା ବଲିଉଡ ମହାନାୟକ ଅମିତାଭ ବଚ୍ଚନ କହିଛନ୍ତି ତାଙ୍କୁ କୋର୍ଟରୁ କୌଣସି ନୋଟିସ ମିଳିନାହିଁ। ସେ ଆହୁରି ଦର୍ଶାଇଛନ୍ତି ଯେ ଦୁଇବର୍ଷ ପୂର୍ବରୁ ସେ ମ୍ୟାଗି ପାଇଁ ବିଜ୍ଞାପନ କରିବା ଛାଡିସାରିଛନ୍ତି। ଏହାସେତ୍ତ୍ୱ ଏହି ମାମଲାରେ ଆଇନ ଅନୁଯାୟୀ ଯାହା ସାହାଯ୍ୟ ଦରକାର ତାହା କରିବେ। ଇତିମଧ୍ୟରେ ‘ବିଗ ବଜାର’ ନାମରେ ରିଟେଲ ବ୍ୟବସାୟ ଚଳାଉଥିବା ଫ୍ୟୁଚର ଗ୍ରୁପ‍୍‌ ସ୍ଥିର କରିଛି ଯେପର୍ଯ୍ୟନ୍ତ ମ୍ୟାଗିର ଗୁଣବତ୍ତାକୁ ନେଇ ଚାଲିଥିବା ଯାଞ୍ଚ ପୂରଣ ନହୋଇଛି ସେହିପର୍ଯ୍ୟନ୍ତ କୌଣସି ଆଉଟଲେଟ‍୍‌ରେ ଏହାର ବିକ୍ରି କରାଯିବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story