ଅଣସଂଗଠିତ ଶ୍ରମିକଙ୍କୁ କେମିତି ମିଳିବ ୩ ହଜାରର ଟଙ୍କାର ପେନସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍‌ରେ ଅଣ ସଂଗଠିତ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଯେଉଁମାନଙ୍କ ମାସିକ ଆୟ ୧୫ ହଜାରରୁ କମ୍‌ ଥିବ ସେମାନଙ୍କୁ ୬୦ ବର୍ଷର ଅବସର ପରେ କେନ୍ଦ୍ର ସରକାର ୩ ହଜାର ଟଙ୍କା ଲେଖାଏ ପେନସନ୍‌ ଦେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ଯୋଜନା ପ୍ରଣୟନ କରିଛନ୍ତି। ତେବେ କେମିତି ଏହି ୩ ହଜାର ଟଙ୍କା ମିଳିବ। ଅଣ ସଗଂଠିତ ଶ୍ରମିକମାନେ ଏହି ଯୋଜନାରେ ସାମିଲ ହେବା ସହ […]

l

l

Hemant Lenka
  • Published: Friday, 01 February 2019
  • Updated: 01 February 2019, 06:27 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍‌ରେ ଅଣ ସଂଗଠିତ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଯେଉଁମାନଙ୍କ ମାସିକ ଆୟ ୧୫ ହଜାରରୁ କମ୍‌ ଥିବ ସେମାନଙ୍କୁ ୬୦ ବର୍ଷର ଅବସର ପରେ କେନ୍ଦ୍ର ସରକାର ୩ ହଜାର ଟଙ୍କା ଲେଖାଏ ପେନସନ୍‌ ଦେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ଯୋଜନା ପ୍ରଣୟନ କରିଛନ୍ତି। ତେବେ କେମିତି ଏହି ୩ ହଜାର ଟଙ୍କା ମିଳିବ।

ଅଣ ସଗଂଠିତ ଶ୍ରମିକମାନେ ଏହି ଯୋଜନାରେ ସାମିଲ ହେବା ସହ ଚାକିରି କାଳ ମଧ୍ୟରେ ମାସକୁ ୧୦୦ ଟଙ୍କା ଲେଖାଏ ଜମା କରିବେ। ଏହି ଟଙ୍କା ସହ କେନ୍ଦ୍ର ସରକାର ଅବସର ପରେ ଆବଶ୍ୟକ ଟଙ୍କା ମିଶାଇ ସେମାନଙ୍କୁ ୩ ହଜାର ଟଙ୍କାର ପେନସନ ଦେବେ। ଏହି ଯୋଜନା ଦ୍ୱାରା ଦେଶର ପ୍ରାୟ ୧୦ କୋଟି ଶ୍ରମିକ ଲାଭବାନ ହେବେ। ଏହା ବିଶ୍ୱର ପ୍ରଥମ ସର୍ବବୃହତ ପେନସନ୍‌ ଯୋଜନାର ମାନ୍ୟତା ମଧ୍ୟ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story