ବଦଳିଲା IRCTCରେ ଟ୍ରେନ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯିବା ଆସିବା କରନ୍ତି ତା’ହେଲେ ଜାଣି ରଖନ୍ତୁ ରେଳ ମନ୍ତ୍ରାଳୟ ଅନଲାଇନରେ ଟିକେଟ୍ ବୁକିଂ କରିବାର ନିୟମ ବଦଳାଇ ଦେଇଛି। ଯେଉଁମାନେ ଅନ୍ୟର ଆଇଆରସିଟିସି (IRCTC) ଆଇଡି ବ୍ୟବହାର କରି ନିଜ ପାଇଁ ଟିକେଟ ବୁକିଂ କରନ୍ତି ସେମାନଙ୍କ ପାଇଁ ମୁଖ୍ୟତଃ ଏହି ନୂଆ ନିୟମ। ଏ ନେଇ ରେଳ ବିଭାଗ ନୂଆ ବିଜ୍ଞପ୍ତି ଜାରି କରିଛି। ନୂଆ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଯାତ୍ରୀମାନେ ଟ୍ରେନରେ ଟିକେଟ ବୁକିଂ କରିବା ପାଇଁ […]

train-66--1

train-66--1

Subhransu Sekhar
  • Published: Wednesday, 09 December 2020
  • Updated: 09 December 2020, 08:24 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯିବା ଆସିବା କରନ୍ତି ତା’ହେଲେ ଜାଣି ରଖନ୍ତୁ ରେଳ ମନ୍ତ୍ରାଳୟ ଅନଲାଇନରେ ଟିକେଟ୍ ବୁକିଂ କରିବାର ନିୟମ ବଦଳାଇ ଦେଇଛି। ଯେଉଁମାନେ ଅନ୍ୟର ଆଇଆରସିଟିସି (IRCTC) ଆଇଡି ବ୍ୟବହାର କରି ନିଜ ପାଇଁ ଟିକେଟ ବୁକିଂ କରନ୍ତି ସେମାନଙ୍କ ପାଇଁ ମୁଖ୍ୟତଃ ଏହି ନୂଆ ନିୟମ। ଏ ନେଇ ରେଳ ବିଭାଗ ନୂଆ ବିଜ୍ଞପ୍ତି ଜାରି କରିଛି।

ନୂଆ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଯାତ୍ରୀମାନେ ଟ୍ରେନରେ ଟିକେଟ ବୁକିଂ କରିବା ପାଇଁ ଅନ୍ୟର ଆଇଡି କିମ୍ୱା ଏଜେଣ୍ଟଙ୍କ ଦ୍ୱାରା ଟିକେଟ୍ ବୁକିଂ କରୁଛନ୍ତି। ଏହାଦ୍ୱାରା ଟିକେଟ ବୁକିଂ ବେଳେ ଯାତ୍ରୀଙ୍କ ସଂଖ୍ୟା ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାରେ ପଞ୍ଜୀକୃତ ହୋଇପାରୁ ନାହିଁ। କାରଣ ଟିକେଟ୍ ବୁକିଂ ହୋଇଥିବା ଆଇଡିଟି ଆଉ ଏକ ନମ୍ୱର ସହିତ ପଞ୍ଜିକରଣ ହୋଇଛି। ଏହା ହେଉଛି ମୁଖ୍ୟ କାରଣ।

ସେହିଭଳି ଦ୍ୱିତୀୟ କାରଣ ହେଉଛି ଯାତ୍ରୀମାନଙ୍କ ଟ୍ରେନ୍ ବିଳମ୍ବ କିମ୍ବା ବାତିଲ୍ ବିଷୟରେ ସୂଚନା ପହଞ୍ଚିବାରେ ବିଳମ୍ୱ ହେଉଛି। ଏସବୁକୁ ନଜରରେ ରଖି ରେଳବାଇ ନମ୍ବର ପଞ୍ଜିକରଣ କରିବା ବାଧ୍ୟତାମୂଳକ କରିଛି।

ଫିନାନ୍ସିଆଲ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଭାରତୀୟ ରେଳବାଇ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ଫୋନ୍ ନମ୍ବର ପଞ୍ଜିକରଣ କରିବାକୁ କୁହାଯାଇଛି। ଯଦି ଆଇଡି ନାହିଁ, ତାହେଲେ ଆଇଆରସିଟିସିର ଅଫିସିଆଲ୍ ସାଇଟକୁ ଯାଇ ଆଇଡି ଖୋଲିବାକୁ ରେଳ ବିଭାଗ ନିବେଦନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story