କରାଚୀରେ ସୁରକ୍ଷାକର୍ମୀଙ୍କ ଉପରକୁ ହମଲା, ୩ ମୃତ

ଇସଲାମବାଦ୍: ପାକିସ୍ତାନର କରାଚୀ ସହରରେ ଅଜଣା ବନ୍ଧୁକଧାରୀଙ୍କ ଆକ୍ରମଣରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି । ଆକ୍ରମଣକାରୀମାନେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ଅତର୍କିତ ଗୁଳି କରିଥିଲେ । ଆକ୍ରମଣକାରୀମାନେ ଏକ ମୋଟର ସାଇକେଲରେ ଆସି ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳି କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ମାନେ ଅଜିଜାବାଦ ଅଞ୍ଚଳ ଗସ୍ତରେ ଥିଲେ। ମୃତ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣେ ସବ୍ ଇନ୍ସେପେକ୍ଟର ଅଛନ୍ତି ।

karachi

karachi

Rakesh Mallick
  • Published: Wednesday, 27 May 2015
  • Updated: 04 May 2017, 03:45 PM IST

Sports

Latest News

ଇସଲାମବାଦ୍: ପାକିସ୍ତାନର କରାଚୀ ସହରରେ ଅଜଣା ବନ୍ଧୁକଧାରୀଙ୍କ ଆକ୍ରମଣରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି । ଆକ୍ରମଣକାରୀମାନେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ଅତର୍କିତ ଗୁଳି କରିଥିଲେ । ଆକ୍ରମଣକାରୀମାନେ ଏକ ମୋଟର ସାଇକେଲରେ ଆସି ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳି କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ମାନେ ଅଜିଜାବାଦ ଅଞ୍ଚଳ ଗସ୍ତରେ ଥିଲେ।
ମୃତ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣେ ସବ୍ ଇନ୍ସେପେକ୍ଟର ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story