କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ଆୟକର ଚଢ଼ାଉ: ୨ ଜଣଙ୍କ ନାମରେ ଥିବା ୮ଟି ବେଆଇନ ଆକାଉଣ୍ଟ ସିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀର କେଜି ମାର୍ଗରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କ ନାମରେ ଥିବା ୮ଟି ବେଆଇନ ଆକାଉଣ୍ଟ ସିଲ୍‌ କରାଯାଇଛି। ଏଥିରେ ୩୨କୋଟି ଜମା ଟଙ୍କା କରାଯାଇଥିଲା। ଆୟକର ବିଭାଗ ଏସବୁ ଆକାଉଣ୍ଟକୁ ସିଜ୍‌ କରିଦେଇଛି। ବିଭାଗୀୟ ସୂଚନା ଅନୁଯାୟୀ, କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ରମେଶ ଚନ୍ଦ ଏବଂ ରାଜ କୁମାରଙ୍କ ନାମରେ ୮ଟି ବେଆଇନ ଆକାଉଣ୍ଟ ଖୋଲି କଳାଧାନ ଜମା କରିଥିଲେ। ଡ୍ରାଫ୍ଟ ଜରିଆରେ ଏସବୁ […]

chadau

chadau

Rakesh Mallick
  • Published: Friday, 23 December 2016
  • Updated: 24 December 2016, 11:35 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର କେଜି ମାର୍ଗରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କ ନାମରେ ଥିବା ୮ଟି ବେଆଇନ ଆକାଉଣ୍ଟ ସିଲ୍‌ କରାଯାଇଛି। ଏଥିରେ ୩୨କୋଟି ଜମା ଟଙ୍କା କରାଯାଇଥିଲା। ଆୟକର ବିଭାଗ ଏସବୁ ଆକାଉଣ୍ଟକୁ ସିଜ୍‌ କରିଦେଇଛି।

ବିଭାଗୀୟ ସୂଚନା ଅନୁଯାୟୀ, କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ରମେଶ ଚନ୍ଦ ଏବଂ ରାଜ କୁମାରଙ୍କ ନାମରେ ୮ଟି ବେଆଇନ ଆକାଉଣ୍ଟ ଖୋଲି କଳାଧାନ ଜମା କରିଥିଲେ। ଡ୍ରାଫ୍ଟ ଜରିଆରେ ଏସବୁ ଟଙ୍କା ଜମା କରାଯାଉଥିଲା।

କୋଟାକ ମହିନ୍ଦ୍ରା ବ୍ୟାଙ୍କର କହିବା ଅନୁଯାୟୀ ସିଲ୍‌ ହୋଇଥିବା ଆକାଉଣ୍ଟ ଗୁଡିକ ଠିକ୍‌ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story