୨୫ରୁ ଅଧିକ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

କୋଚି: କେରଳ କୋଚିରେ ଘଟିଛି ବଡ଼ ସଡ଼କ ଦୁର୍ଘଟଣା। ଯେଉଁଠାରେ ରାଜ୍ୟ ପରିବହନ ନିଗମର ଏକ ବସ୍ ସନ୍ତୁଳନ ହରାଇ ଏକ ଗଛ ସହ ପିଟି ହୋଇଛି। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବସ୍ କଣ୍ଡକ୍ଟର ଓ ଦୁଇ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଏହି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। କେରଳ ପୁଲିସ୍ ମାମଲାର ତଦନ୍ତ କରୁଛି। […]

kerala

kerala

Ranjit Kumar Jena
  • Published: Monday, 30 November 2020
  • Updated: 30 November 2020, 12:06 PM IST

Sports

Latest News

କୋଚି: କେରଳ କୋଚିରେ ଘଟିଛି ବଡ଼ ସଡ଼କ ଦୁର୍ଘଟଣା। ଯେଉଁଠାରେ ରାଜ୍ୟ ପରିବହନ ନିଗମର ଏକ ବସ୍ ସନ୍ତୁଳନ ହରାଇ ଏକ ଗଛ ସହ ପିଟି ହୋଇଛି। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବସ୍ କଣ୍ଡକ୍ଟର ଓ ଦୁଇ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଏହି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।

କେରଳ ପୁଲିସ୍ ମାମଲାର ତଦନ୍ତ କରୁଛି। ପୁଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଥିରୁଅନନ୍ତପୁରମରୁ କୋଝିକୋଡ୍ ଯାଉଥିବା ଏହି ବସର ଡ୍ରାଇଭର୍ ଜଣକ ସନ୍ତୁଳନ ହରାଇ ବସିଥିଲେ। ଯାହା ଫଳରେ ବସଟି ସିଧା ଗଛରେ ଯାଇ ପିଟି ହୋଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା।

କେରଳ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ (କେଏସଆରଟିସି)ର ଏହି ବସର ବାକି ଅଂଶ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କୋଚିର ବିତିଲା ଟ୍ରାନ୍ସପୋର୍ଟ ହବରୁ ମାତ୍ର ଦୁଇ କିଲୋମିଟର ଦୂରରେ ଘଟିଛି, ଯେଉଁଠାରେ ବସ୍ ୫-୧୦ ମିନିଟ୍ ବିଶ୍ରାମ ପାଇଁ ଅଟକିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story