ଜାଣନ୍ତୁ ଆଧାର ଲିଙ୍କ୍ ପାଇଁ କାହାର ଶେଷ ତାରିଖ କେବେ ଏବଂ ଘରେ ବସି ଲିଙ୍କ୍‌ କରିବା ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ପାନ୍ କାର୍ଡ଼କୁ ଆଧାର ସହ ଲିଙ୍କ କରାଇବାର ସମୟ ସୀମାକୁ ବଢ଼ାଇ ୨୦୧୮ ମସିହା ମାର୍ଚ୍ଚ ୩୧ ତାରିଖ କରିଦେଇଛନ୍ତି। ପୂର୍ବରୁ ଏହି ଡେଡ୍ ଲାଇନ୍ ଡିସେମ୍ବର ୩୧ ଯାଏଁ ଥିଲା। ଅର୍ଥ ମନ୍ତ୍ରାଳୟ ଗତ କାଲି ବୟାନ ଜାରି କରଛନ୍ତି ଯେ, ଆୟକର ଦେଉଥିବା ବ୍ୟକ୍ତିଙ୍କ ସୁବିଧା ପାଇଁ ଆଧାର ସହ ପାନ୍‌କୁ ଲିଙ୍କ କରିବାର ସମୟ ସୀମାକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବଢ଼ାଇ ଦିଆଯିବ। ଜାଣନ୍ତୁ […]

Adhhar

Adhhar

Ordigital Desk
  • Published: Saturday, 09 December 2017
  • Updated: 09 December 2017, 05:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ପାନ୍ କାର୍ଡ଼କୁ ଆଧାର ସହ ଲିଙ୍କ କରାଇବାର ସମୟ ସୀମାକୁ ବଢ଼ାଇ ୨୦୧୮ ମସିହା ମାର୍ଚ୍ଚ ୩୧ ତାରିଖ କରିଦେଇଛନ୍ତି। ପୂର୍ବରୁ ଏହି ଡେଡ୍ ଲାଇନ୍ ଡିସେମ୍ବର ୩୧ ଯାଏଁ ଥିଲା। ଅର୍ଥ ମନ୍ତ୍ରାଳୟ ଗତ କାଲି ବୟାନ ଜାରି କରଛନ୍ତି ଯେ, ଆୟକର ଦେଉଥିବା ବ୍ୟକ୍ତିଙ୍କ ସୁବିଧା ପାଇଁ ଆଧାର ସହ ପାନ୍‌କୁ ଲିଙ୍କ କରିବାର ସମୟ ସୀମାକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବଢ଼ାଇ ଦିଆଯିବ।

ଜାଣନ୍ତୁ କେଉଁ ସେବାର ଆଧାର ଲିଙ୍କ୍‌ କରାଇବାର ଶେଷ ତାରିଖ କେବେ:

ଘରେ ବସି କିପରି କରିବେ ମେବାଇଲ ନମ୍ବର ସହ ଆଧାର ଲିଙ୍କ୍ :

୧.  ମୋବାଇଲ ନମ୍ବରକୁ ଆଧାର ଲିଙ୍କ କରିବାକୁ ପ୍ରଥମେ UIDAIର ଅଫିସିଆଲ୍ ୱେବ୍ଇଟ୍‌କୁ ଯିବାକୁ ପଡ଼ିବ।

୨.  ଏଠାରେ ଆପଣଙ୍କୁ Verify Email/Mobile number ଉପରେ କ୍ଲିକ୍ କରି ନିଜ ଆଧାର ନମ୍ବର, ମୋବାଇଲ ନମ୍ବର, ଇମେଲ ଆଇଡି ଓ ସ୍କ୍ରିନ୍  ଉପରେ ଥିବା ସ୍କ୍ରିନ୍ କୋଡ୍ ଦେବାକୁ ହେବ।

୩. ଏହାପରେ Get One Time Password ଲେଖା ଥବା ସ୍ଥାନରେ କ୍ଲିକ୍ କରନ୍ତୁ।

୪. ବର୍ତ୍ତମାନ ଆପଣଙ୍କ ନମ୍ବରକୁ ଏକ ପାସ୍ଓ୍ୱାର୍ଡ଼ ବା OTP ଆସିବ। ଏହି ପାସଓ୍ୱାର୍ଡ଼କୁ ଆପଣ ସ୍କ୍ରିନ୍ ଉପରେ OTP ମାଗୁଥିବା ବକ୍ସ୍‌ରେ ଲେଖି ଭେରିଫିକେସନ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।

୫. OTP ଏଣ୍ଟର କରିବା ପରେ ଆପଣଙ୍କୁ ଏକ ଧନ୍ୟବାଦ ମେସେଜ୍ ଆସିବ। ଏହାର ଅର୍ଥ ହେଉଛି, ଆପଣଙ୍କ ଭେରିଫିକେସନ୍ ପ୍ରକ୍ରିୟା ପୂରା ହୋଇଛି।

ଆଧାର ସହିତ କିପରି କରିବେ ପାନ୍ ଲିଙ୍କ୍:

୧. ପ୍ରଥମେ ୱେବସାଇଟ୍‌କୁ ଯାଆନ୍ତୁ।

୨. ଏଠାରେ ପାନ୍ ନମ୍ବର, ଆଧାର ନମ୍ବର ଓ ଆଧାର କାର୍ଡରେ ଥିବା ନାମକୁ ଉଲ୍ଲେଖ କରନ୍ତୁ।

୩. ବର୍ତ୍ତମାନ ୟୁଆଇଡିଏଆଇ ଯାଞ୍ଚ୍ ପରେ ପାନ୍ ସହିତ ଆଧାର ଲିଙ୍କ୍ ହେବ।

୪. କୌଣସି କାରଣରୁ ଯଦି ଆପଣ ଉଲ୍ଲେଖ କରିଥିବା ନାମ ସହିତ ଆଧାର କାର୍ଡରେ ଦର୍ଶାଯାଇଥିବା ନାମର ମେଳ ଖାଇବ ନାହିଁ, ତା'ହେଲେ ଆଧାର OTP ଆବଶ୍ୟକ ହେବ।

୫.ଏବେ ପଞ୍ଜୀକୃତ ମୋବାଇଲ୍ ନମ୍ବର ଓ ଇମେଲ୍‌ରେ OTP ପଠାଇ ଦିଆଯିବ। ଏହା ଆପଣଙ୍କୁ ଆପଣଙ୍କ ପାନ୍‌ଓ ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଓ ଲିଙ୍ଗ ସଂପର୍କରେ ସ୍ପଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେବ।

୬. ଆଧାର ଓ ପାନ୍‌ରେ ଥିବା ସମସ୍ତ ସୂଚନା ସମାନ ହେଲେ ଲିଙ୍କ୍ ପ୍ରକ୍ରିୟା ସୁନିଶ୍ଚିତ ହେବ।

କିପରି ଜାଣିବେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ହୋଇଛି କି ନାହିଁ:

୧. ପ୍ରଥମେ www.uidai.gov.in ୱେବସାଇଟ୍‌କୁ ଯାଆନ୍ତୁ।

୨. ବର୍ତ୍ତମାନ୍ ଏଠାରେ ଥିବା Check Aadhar & Bank Account Linking Status in Aadhar ବିକଳ୍ପରେ କ୍ଲିକ୍ କରନ୍ତୁ।

୩. ଏଠାରେ ନିଜ ଆଧାର ନମ୍ବର ଓ ସିକ୍ୟୁରିଟି ପ୍ରଦାନ କରନ୍ତୁ।

୪. ବର୍ତ୍ତମାନ ଆଧାର ସହ ରେଜିଷ୍ଟର ଥିବା ଆପଣଙ୍କ ମୋବାଇଲ ନମ୍ବରକୁ ଏକ ପାସ୍‌ୱାର୍ଡ(OTP) ଆସିବ। ଏହି OTPକୁ ଲେଖି ଲଗ୍‌ଇନ୍‌ରେ କ୍ଲିକ୍ କରନ୍ତୁ।

୫. ଲଗଇନ୍ ହେବା ପରେ ୱେବ୍‌ସାଇଟ୍‌ରେ ନଜର ଆସିବ ଯେ ଆପଣଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ହୋଇଛି କି ନାହିଁ।

୬. ଯଦି ହୋଇନାହିଁ ତେବେ ବ୍ୟାଙ୍କକୁ ଯାଇ ତରୁନ୍ତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ କରାଇନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story