ଶୂନ୍ୟକାଳରେ ହାଇଦ୍ରାବାଦ ଘଟଣାକୁ ନେଇ ଲୋକସଭାରେ ଉଦବେଗ

ନୂଆଦିଲ୍ଲୀ: ରାଜ୍ୟସଭା ପରି ଲୋକସଭାରେ ମଧ୍ୟ ଆଜି ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାଂସଦମାନେ ତୀବ୍ର ଉଦବେଗ ପ୍ରକାଶ କରିଛନ୍ତି। ଆଜି ଲୋକସଭାର ଶୂନ୍ୟକାଳ ଆରମ୍ଭ ହେବା କ୍ଷଣି ବାଚସ୍ପତି ଓମ ବିର୍ଲା ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନିନ୍ଦା କରିବା ସହ ସଦସ୍ୟମାନଙ୍କୁ ଏହି ପ୍ରସଙ୍ଗରେ ମତ ରଖିବାକୁ ଅନୁମତି ଦେଇଥିଲେ। କଂଗ୍ରେସ ସାଂସଦ ଉତ୍ତମ କୁମାର ରେଡ୍ଡୀ ଏହି ଘଟଣାକୁ ଅମାନବୀୟ ବୋଲି କହିବା ସହ ତେଲେଙ୍ଗାନା ଗୃହମନ୍ତ୍ରୀ ଦେଇଥିବା ବିବାଦୀୟ ବୟାନକୁ […]

q

q

Hemant Lenka
  • Published: Monday, 02 December 2019
  • Updated: 02 December 2019, 06:55 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭା ପରି ଲୋକସଭାରେ ମଧ୍ୟ ଆଜି ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାଂସଦମାନେ ତୀବ୍ର ଉଦବେଗ ପ୍ରକାଶ କରିଛନ୍ତି। ଆଜି ଲୋକସଭାର ଶୂନ୍ୟକାଳ ଆରମ୍ଭ ହେବା କ୍ଷଣି ବାଚସ୍ପତି ଓମ ବିର୍ଲା ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନିନ୍ଦା କରିବା ସହ ସଦସ୍ୟମାନଙ୍କୁ ଏହି ପ୍ରସଙ୍ଗରେ ମତ ରଖିବାକୁ ଅନୁମତି ଦେଇଥିଲେ।

କଂଗ୍ରେସ ସାଂସଦ ଉତ୍ତମ କୁମାର ରେଡ୍ଡୀ ଏହି ଘଟଣାକୁ ଅମାନବୀୟ ବୋଲି କହିବା ସହ ତେଲେଙ୍ଗାନା ଗୃହମନ୍ତ୍ରୀ ଦେଇଥିବା ବିବାଦୀୟ ବୟାନକୁ ତୀବ୍ର ନିନ୍ଦା କରିଥିଲେ। ଏଥିସହ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ପୁଲିସ୍‌ ମାମଲା ଦାଏର ଓ ତଦନ୍ତ କରିବାରେ ଅବହେଳା କରିଥିବାରୁ ତାକୁ ମଧ୍ୟ ଶ୍ରୀ ରେଡ୍ଡୀ ପ୍ରସଙ୍ଗ କରିଥିଲେ।

ଡିଏମକେର ଟିଆର ବାଲୁ କୋଏମ୍ବାଟୁରରେ ଜଣେ ସ୍କୁଲ ଛାତ୍ରୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣା ଉଠାଇଥିଲେ। ଟିଏମସିର ସୌଗତ ରୟ ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରିଥିଲେ। ବିଜେଡି ପକ୍ଷରୁ ପିନାକୀ ମିଶ୍ର କହିଛନ୍ତି, “୨୦୧୨ ନିର୍ଭୟା ଘଟଣାରେ କାହିଁକି ଏଯାଏ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯାଇନାହିଁ।

ଆଇନ ପ୍ରଣୟନ କରିଦେଲେ କିମ୍ବା ଫାଷ୍ଟଟ୍ରାକ ପ୍ରତିଷ୍ଠା କରିଦେଲେ କିଛି ବି ଲାଭ ହେଉନାହିଁ। ଯଦି ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ବର୍ଷ ବର୍ଷ ସମୟ ଲାଗି ଯାଉଛି, ତା’ହେଲେ ଏଭଳି ଆଇନ ଦରକାର ନାହିଁ।”

ସରକାରଙ୍କ ପକ୍ଷରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ଆମେ ସମସ୍ତେ ଏହି ଘଟଣାକୁ ନିନ୍ଦା କରୁଛୁ। ଏହା ଉପରେ ଚର୍ଚ୍ଚା କରିବା ପାଇଁ ଯଦି ସମସ୍ତେ ଚାହୁଁଛନ୍ତି, ତା’ହେଲେ ଆମେ ମଧ୍ୟ ଏଥିରେ ରାଜି। ଏଥିସହ ନୂଆ ଆଇନ ପ୍ରଣୟନ କରିବା ପାଇଁ ଆମେ ରାଜି ଅଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story