ଲଭ୍ ଜିହାଦ ପ୍ରସଙ୍ଗ: ସାଂସଦ କହିଲେ, ମୁସଲିମ୍ ପୁଅମାନେ ହିନ୍ଦୁ ଝିଅମାନଙ୍କୁ ଭଉଣୀ ଭାବିବା ଉଚିତ୍

ମୁରାଦାବାଦ (ଉତ୍ତର ପ୍ରଦେଶ): ଲଭ୍ ଜିହାଦ ବିରୋଧରେ ଅଣାଯାଇଥିବା ଅଧ୍ୟାଦେଶକୁ ନେଇ ବିରୋଧ ଦେଖା ଦେଇଛି। ଏହିକ୍ରମରେ ଭିତରେ ସମାଜବାଦୀ ପାର୍ଟି (ଏସପି)ର ସାଂସଦ ଡ. ଏସଟି ହସନ୍ ମୁସଲିମ୍ ଯୁବକଙ୍କୁ ପରାମର୍ଶ ଦେଇ କହିଛନ୍ତି, ସେମାନେ ହିନ୍ଦୁ ଯୁବତୀଙ୍କୁ ନିଜର ଭଉଣୀ ଭାବିବା ଉଚିତ୍। ‘ଲଭ୍ ଜିହାଦ’କୁ ନେଇ ଅଣାଯାଇଥିବା ଅଧ୍ୟାଦେଶକୁ ନେଇ ଏସଟି ହୁସେନ୍ କହିଛନ୍ତି, ମୁସଲିମ୍ ଯୁବକଙ୍କୁ ମୁଁ ଏତିକି ପରାମର୍ଶ ଦେବାକୁ ଚାହୁଁଛି ଯେ ‘ସେମାନେ ହିନ୍ଦୁ ଯୁବତୀଙ୍କୁ ନିଜର ଭଉଣୀ […]

hussen

hussen

Ranjit Kumar Jena
  • Published: Thursday, 26 November 2020
  • Updated: 26 November 2020, 08:52 PM IST

ମୁରାଦାବାଦ (ଉତ୍ତର ପ୍ରଦେଶ): ଲଭ୍ ଜିହାଦ ବିରୋଧରେ ଅଣାଯାଇଥିବା ଅଧ୍ୟାଦେଶକୁ ନେଇ ବିରୋଧ ଦେଖା ଦେଇଛି। ଏହିକ୍ରମରେ ଭିତରେ ସମାଜବାଦୀ ପାର୍ଟି (ଏସପି)ର ସାଂସଦ ଡ. ଏସଟି ହସନ୍ ମୁସଲିମ୍ ଯୁବକଙ୍କୁ ପରାମର୍ଶ ଦେଇ କହିଛନ୍ତି, ସେମାନେ ହିନ୍ଦୁ ଯୁବତୀଙ୍କୁ ନିଜର ଭଉଣୀ ଭାବିବା ଉଚିତ୍।

'ଲଭ୍ ଜିହାଦ'କୁ ନେଇ ଅଣାଯାଇଥିବା ଅଧ୍ୟାଦେଶକୁ ନେଇ ଏସଟି ହୁସେନ୍ କହିଛନ୍ତି, ମୁସଲିମ୍ ଯୁବକଙ୍କୁ ମୁଁ ଏତିକି ପରାମର୍ଶ ଦେବାକୁ ଚାହୁଁଛି ଯେ 'ସେମାନେ ହିନ୍ଦୁ ଯୁବତୀଙ୍କୁ ନିଜର ଭଉଣୀ ଭାବିବା ଦରକାର। ସେମାନେ କାହା ଦ୍ୱାରା ପ୍ରତାରିତ ହୁଅନ୍ତୁ ନାହିଁ କି କାହା ପଛରେ ପଡ଼ନ୍ତୁ ନାହିଁ, କାରଣ ଏହା ଏମିତି ଏକ ଆଇନ, ଯେଉଁଥିରେ ଜୋର ଜବରଦସ୍ତି ଭାବେ ନିର୍ଯାତନା ଦିଆଯାଇପାରେ। ନିଜକୁ ନିଜେ ରକ୍ଷା କରନ୍ତୁ ଏବଂ କୌଣସି ପ୍ରଲୋଭନରେ ନ ପଡ଼ି କିମ୍ବା କାହା ପ୍ରେମରେ ନପଡ଼ି ନିଜ ଜୀବନ ରକ୍ଷା କରିବା କଥା ଚିନ୍ତା କର।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଯୋଗୀ ସରକାର ନଭେମ୍ବର ୨୪ ତାରିଖରେ 'ଲଭ୍ ଜିହାଦ' ବିରୋଧରେ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି। ଏହି ଅଧୀନରେ ପ୍ରତାରଣା, ଠକେଇ କିମ୍ବା ବାଧ୍ୟବାଧକତା ଦ୍ୱାରା ଧର୍ମ ପରିବର୍ତ୍ତନ କରିବା, ଏବେ ବେଆଇନ୍ ଅପରାଧ। ଏହାର ଉଲ୍ଲଙ୍ଘନ କଲେ ସର୍ବାଧିକ ୧୦ ବର୍ଷର ଜେଲ୍ ଦଣ୍ଡାଦେଶ ମିଳିବ।

ତେବେ ଯୋଗୀ ସରକାରଙ୍କ ଏହି ଆଇନକୁ ବିରୋଧ କରିଛି ସମାଜବାଦୀ ପାର୍ଟି। ଏହାର ବିରୋଧ କରି ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରି କହିଛନ୍ତି, 'ଯୋଗୀ 'ଜିହାଦି ମାନିଆ' ସୃଷ୍ଟି କରି ପୁଣି ଜନତାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story