ସୁରକ୍ଷା ମାଗିଲେ ମଧ୍ୟପ୍ରଦେଶ ବିଧାୟକ

ବେଙ୍ଗାଲୁରୁ: ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଏବେ ସୁରକ୍ଷା ଚିନ୍ତା ଘାରିଛି। ବେଙ୍ଗାଲୁରୁରେ ଏକାଠି ହୋଇଥିବା ଏହି ବିଧାୟକମାନେ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ କମଲ ନାଥ କୁଆଡ଼େ ସେମାନଙ୍କ ଉପରେ ଆକ୍ରମଣ ପାଇଁ ଚେଷ୍ଟା କରିବେ। ସେମାନେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସେମାନଙ୍କ ‘ନେତା’ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରତି ସେମାନଙ୍କର ଦୃଢ଼ ସମର୍ଥନ ରହିଛି। ସେପଟେ ଫ୍ଲୋର ଟେଷ୍ଟ ବା ଆସ୍ଥା ଭୋଟ୍‌ ପଦ୍ମ ଘୁଞ୍ଚିବାରେ ଲାଗିଥିବାବେଳେ ଏଭଳି ସମୟରେ ହିଁ ବିଦ୍ରୋହୀ ବିଧାୟକମାନେ ସୁରକ୍ଷା […]

mp mlas

mp mlas

Subrat Kumar Nayak
  • Published: Tuesday, 17 March 2020
  • Updated: 17 March 2020, 10:51 AM IST

ବେଙ୍ଗାଲୁରୁ: ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଏବେ ସୁରକ୍ଷା ଚିନ୍ତା ଘାରିଛି। ବେଙ୍ଗାଲୁରୁରେ ଏକାଠି ହୋଇଥିବା ଏହି ବିଧାୟକମାନେ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ କମଲ ନାଥ କୁଆଡ଼େ ସେମାନଙ୍କ ଉପରେ ଆକ୍ରମଣ ପାଇଁ ଚେଷ୍ଟା କରିବେ। ସେମାନେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସେମାନଙ୍କ ‘ନେତା’ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରତି ସେମାନଙ୍କର ଦୃଢ଼ ସମର୍ଥନ ରହିଛି।

ସେପଟେ ଫ୍ଲୋର ଟେଷ୍ଟ ବା ଆସ୍ଥା ଭୋଟ୍‌ ପଦ୍ମ ଘୁଞ୍ଚିବାରେ ଲାଗିଥିବାବେଳେ ଏଭଳି ସମୟରେ ହିଁ ବିଦ୍ରୋହୀ ବିଧାୟକମାନେ ସୁରକ୍ଷା କଥା ଉଠାଇଛନ୍ତି। ଏଭଳି ଜଣେ ବିଧାୟକ ଗୋବିନ୍ଦ ସିଂହ ରାଜପୁତ କହିଛନ୍ତି, “ଆମେ ନିଜକୁ ଅସୁରକ୍ଷିତ ମନେ କରୁଛୁ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର ସୁରକ୍ଷା ଆବଶ୍ୟକ କରୁଛୁ।”

ଅନ୍ୟ ଜଣେ କଂଗ୍ରେସ ବିଧାୟକ ଇମର୍ତ୍ତୀ ଦେବୀ କହିଛନ୍ତି, “ଜ୍ୟୋତିରାଦିତ୍ୟ ସିନ୍ଧିଆ ଆମ ନେତା। ସେ ଆମକୁ ବହୁତ କିଛି ଶିଖାଇଛନ୍ତି। ମୁଁ ତାଙ୍କ ସହ ଗତ ୨୦ ବର୍ଷ ଧରି କାମ କରୁଛି। ମୁଁ ତାଙ୍କ ସହ ସବୁବେଳେ ରହିବି। ସେ କୂଅକୁ ଡେଇଁଲେ ବି ମୁଁ ଡେଇଁପଡ଼ିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story