ମୁଖ୍ୟମନ୍ତ୍ରୀ ଆସନ ପାଇବାକୁ ଯାଇ ଅକଳରେ ଶିବସେନା

ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇବାକୁ ଆଶା କରି ସହଯୋଗୀ ବିଜେପି ସହ ବିବାଦ କଲା ଶିବସେନା। ଏହାପରେ ଏନସିପିର ସମର୍ଥନ ପାଇବାକୁ ଯାଇ ସର୍ତ୍ତ ମୁତାବକ ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିବସେନାର ଏକମାତ୍ର ସାଂସଦ ଅରବିନ୍ଦ ସାଓ୍ୱନ୍ତ। ହେଲେ କଂଗ୍ରେସର ସମର୍ଥନ ନମିଳିବାରୁ ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦିଷ୍ଟ ଅବଧି ଭିତରେ ସରକାର ଗଢ଼ିବା ପାଇଁ ଦାବି କରି ପାରିନାହିଁ ଶିବସେନା। ଫଳରେ ରାଜ୍ୟରେ ତୃତୀୟ ସର୍ବାଧିକ ଆସନ ପାଇଥିବା […]

shivaSENA

shivaSENA

Subhransu Sekhar
  • Published: Tuesday, 12 November 2019
  • Updated: 12 November 2019, 01:14 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇବାକୁ ଆଶା କରି ସହଯୋଗୀ ବିଜେପି ସହ ବିବାଦ କଲା ଶିବସେନା। ଏହାପରେ ଏନସିପିର ସମର୍ଥନ ପାଇବାକୁ ଯାଇ ସର୍ତ୍ତ ମୁତାବକ ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିବସେନାର ଏକମାତ୍ର ସାଂସଦ ଅରବିନ୍ଦ ସାଓ୍ୱନ୍ତ। ହେଲେ କଂଗ୍ରେସର ସମର୍ଥନ ନମିଳିବାରୁ ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦିଷ୍ଟ ଅବଧି ଭିତରେ ସରକାର ଗଢ଼ିବା ପାଇଁ ଦାବି କରି ପାରିନାହିଁ ଶିବସେନା। ଫଳରେ ରାଜ୍ୟରେ ତୃତୀୟ ସର୍ବାଧିକ ଆସନ ପାଇଥିବା ଦଳ ଏନସିପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆଜି ରାତି ୮ଟା ୩୦ ସୁଦ୍ଧା ଏନସିପି ସରକାର ଗଢ଼ିବ କି ନାହିଁ ପ୍ରସ୍ତାବ ଦେବ। ଯଦି ସରକାର ଗଢ଼ିବ ନାହିଁ ବୋଲି କହିବ, ତାହେଲେ ରାଜ୍ୟପାଳ ଚତୁର୍ଥ ସର୍ବାଧିକ ଆସନ ଜିତିଥିବା ଦଳ କଂଗ୍ରେସକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିପାରନ୍ତି।

ଏବେ ଏନିସିପି ସରକାର ଗଢ଼ିବ କି ନାହିଁ ସ୍ଥିର କରୁଛି। କିନ୍ତୁ ସରକାର ଗଢ଼ିବା ପାଇଁ ସହଯୋଗୀ କଂଗ୍ରେସ ଟାଳଟୁଳ ନୀତିରେ ରହିଛି। ସେହିପରି ଶିବସେନା ମଧ୍ୟ ସମର୍ଥନ ବାବଦରେ ନିରବ ରହିଛି। କାରଣ ଶିବସେନା ନେତୃତ୍ୱାଧିନ ସରକାରକୁ କଂଗ୍ରେସ ଯେତେବେଳେ ସମର୍ଥନ କରିନାହିଁ, ସେତେବେଳେ ଏନସିିପି ନେତୃତ୍ୱାଧୀନ ସରକାରକୁ ଶିବସେନା ସମର୍ଥନ ଦେବ ବା କାହିଁକି? ଯଦି ବି ଉଭୟ ଶିବସେନା ଓ କଂଗ୍ରେସ ଏନସିପିକୁ ସମର୍ଥନ ଦେବେ ବୋଲି ରାଜି ହୁଅନ୍ତି, ତାହେଲେ ଏନସିପି ମୁଖ୍ୟମନ୍ତ୍ରୀ ଆସନ ରଖିବ ବୋଲି କହିପାରେ। କାରଣ ଯେତେବେଳେ ଏନସିପି ନେତୃତ୍ୱରେ ସରକାର ହେବ ତାହେଲେ ଶିବସେନାର ଦାବିକୁ ଅଗ୍ରାଧିକାର କାହିଁକି ଦେବ ଏନସିପି? ଯଦି ୫୦:୫୦ ଫର୍ମୁଲାରେ ମୁଖ୍ୟମନ୍ତ୍ରୀ ଆସନ ରହିବ ବୋଲି ଏନସିପି-ଶିବସେନା ସ୍ଥିର କରନ୍ତି, ତାହେଲେ କଂଗ୍ରେସ କାହିଁକି ମୁଖ୍ୟମନ୍ତୀ ଆସନ ପାଇଁ ଦାବି କରିବନି? ଏ ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। କାରଣ ବର୍ତ୍ତମାନର ରାଜନୀତିରେ ଏନସିପି-କଂଗ୍ରେସ ମେଣ୍ଟ ପୁରୁଣା। ତେଣୁ ଏନସିପି ଏ ସ୍ଥିତିରେ ଶିବସେନାକୁ ଗୁରୁତ୍ୱ ଦେଇପାରେ। ଅନ୍ୟପଟେ ଏହି ତିନି ଦଳ ମଧ୍ୟରେ ତାଳମେଳ ନରହିଲେ ସରକାର ଗଢ଼ି ହେବନି।

ସେହିପରି ଗତକାଲି ସନ୍ଧ୍ୟା ୭ଟା ୩୦ ସୁଦ୍ଧା ରାଜ୍ୟପାଳଙ୍କ ନିକଟରେ ସରକାର ଗଢ଼ିବା ପାଇଁ ଶିବସେନାକୁ ମହଲତ ଦିଆଯାଇଥିଲା। ହେଲେ କଂଗ୍ରେସର ସମର୍ଥନ ନମିଳିପାରିବାରୁ ରାଜ୍ୟପାଳଙ୍କୁ ଭେଟି ଅଧିକ ୪୮ ଘଣ୍ଟାର ଅବିଧି ମାଗିଥିଲେ ଶିବସେନା ନେତା ଆଦିତ୍ୟ ଠାକରେ। ଯାହାକୁ ଖାରଜ କରି ଏନସିପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ। ତେବେ ଏନସିପି ଗତକାଲି ଶିବସେନାକୁ ସମର୍ଥନ ଦେବା ପୂର୍ବରୁ ଏକ ସର୍ତ୍ତ ରଖିଥିଲା, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରରୁ ଶିବସେନାକୁ ଓହରିବାକୁ ପଡ଼ିବ। ପରିଣାମସ୍ୱରୂପ ଶିବସେନା ସାଂସଦ ଅରବିନ୍ଦ ସାଓ୍ୱନ୍ତ ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ବାବଦରେ ଗଣମାଧ୍ୟମକୁ କହିବା ବେଳେ ପରୋକ୍ଷରେ କହିଥିଲେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାର ଅର୍ଥ ଏନଡିଏରେ ଶିବସେନା ରହିବ କି ନାହିଁ ବୁଝିବାକୁ ପଡ଼ିବ। ଏହାର ଅର୍ଥ, ଏନଡିଏରୁ ଓହରିବ ଶିବସେନା। ନିଷ୍ପତ୍ତି ସରିଛି, ଘୋଷଣା ଆଗାମୀ ଦିନରେ ହେବ।

ସେହିପରି ରାଜ୍ୟରେ ସରକାର ଗଢ଼ିବା ଏନସିପି ପାଇଁ ସମ୍ଭବ ନୁହେଁ ବୋଲି ଆକଳନ କରାଯାଉଛି। କାରଣ ଏନସିପି ନେତା ଏବେ ଚୁପ୍ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଥିବା ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଟୁଇଟ୍ କରି କହିଛନ୍ତି,  'ହମ୍ ହୋଙ୍ଗେ କାମେୟାବ' ଏହାର ଅର୍ଥ ଶିବସେନା ଏବେ ସଫଳ ହୋଇପାରିବ ନାହିଁ ମୁଖ୍ୟମନ୍ତ୍ରୀ ଆସନକୁ ନେଇ।

ଆଜି ଯଦି ଏନସିପି ସରକାର ଗଢ଼ିବ ତାହେଲେ ଶିବସେନା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ କି ନାହିଁ ତାହା ଅସ୍ପଷ୍ଟ ରହିଛି। ଯଦି ମୁକ୍ୟମନ୍ତ୍ରୀ ଆସନ ନମିଳେ ତାହେଲେ ମୁଖ୍ୟମନ୍ତ୍ରୀ ଆସନ ସ୍ୱପ୍ନ ବି ଗଲା, ମିତ୍ର ବିଜେପିକୁ ଶତ୍ରୁ କଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story