ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା ଶିବସେନା

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା। ରାଜ୍ୟରେ ସରକାର ଗଢ଼ିବା ପାଇଁ ଗତକାଲି ଅଧିକ ୪୮ ଘଣ୍ଟାର ସମୟ ରାଜ୍ୟପାଳଙ୍କୁ ମାଗିଥିଲା ଶିବସେନା। ହେଲେ ରାଜ୍ୟପାଳ ସମୟ ନଦେବାରୁ ଶିବସେନା ସରକାର ଗଢ଼ିପାରିନଥିଲା। ଏହାପରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛି ଶିବସେନା। ସୁପ୍ରିମକୋର୍ଟର ଆଇନଜୀବୀ ତଥା କଂଗ୍ରେସ ନେତା କପିଲ୍ ଶିବଲ ଶିବସେନା ପକ୍ଷରୁ କୋର୍ଟରେ ଲଢ଼ିବେ। ଶିବସେନା ପୂର୍ବରୁ କହିଥିଲା, ରାଜ୍ୟପାଳ […]

supreme

supreme

Subhransu Sekhar
  • Published: Tuesday, 12 November 2019
  • Updated: 12 November 2019, 04:05 PM IST

Sports

Latest News

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା। ରାଜ୍ୟରେ ସରକାର ଗଢ଼ିବା ପାଇଁ ଗତକାଲି ଅଧିକ ୪୮ ଘଣ୍ଟାର ସମୟ ରାଜ୍ୟପାଳଙ୍କୁ ମାଗିଥିଲା ଶିବସେନା। ହେଲେ ରାଜ୍ୟପାଳ ସମୟ ନଦେବାରୁ ଶିବସେନା ସରକାର ଗଢ଼ିପାରିନଥିଲା। ଏହାପରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛି ଶିବସେନା। ସୁପ୍ରିମକୋର୍ଟର ଆଇନଜୀବୀ ତଥା କଂଗ୍ରେସ ନେତା କପିଲ୍ ଶିବଲ ଶିବସେନା ପକ୍ଷରୁ କୋର୍ଟରେ ଲଢ଼ିବେ।

ଶିବସେନା ପୂର୍ବରୁ କହିଥିଲା, ରାଜ୍ୟପାଳ ବିଜେପିକୁ ସରକାର ଗଢ଼ିବା ପାଇଁ ୭୨ ଘଣ୍ଟା ସମୟ ଦେଇଥିଲେ। ହେଲେ ସେନାକୁ ମାତ୍ର ୨୪ ଘଣ୍ଚା ଦେଇଛନ୍ତି। ଏ ନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ଦଳ ଅସନ୍ତୋଷ ପ୍ରକାଶ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story