ମହାରାଷ୍ଟ୍ର: ଶିବସେନାକୁ ଗୃହ, ଏନ୍‌ସିପିକୁ ଅର୍ଥ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨ ସପ୍ତାହ ପରେ ଶେଷରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରର ମନ୍ତ୍ରଣାଳୟ ବଣ୍ଟା ହୋଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟରେ ଉଦ୍ଧବଙ୍କ ଶିବସେନା ଗୃହ ଏବଂ ନଗର ଉନ୍ନୟନ ବିଭାଗ ପାଇଛି। ସେହିଭଳି ଶରଦ ପାୱାରଙ୍କ ଏନ୍‌ସିପି ଅର୍ଥ ଏବଂ ହାଉସିଂ ବିଭାଗ ପାଇଛି। ଅନ୍ୟପକ୍ଷରେ କଂଗ୍ରେସ ଭାଗରେ ରାଜସ୍ୱ ବିଭାଗ ପଡ଼ିଛି। ସୂଚନାଯୋଗ୍ୟ ଯେ, ଶିବସେନା ଏବଂ ବିଜେପି ଏକାଠି ନିର୍ବାଚନ ଲଢ଼ି […]

Uddhav

Uddhav

Subrat Kumar Nayak
  • Published: Thursday, 12 December 2019
  • Updated: 12 December 2019, 05:57 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨ ସପ୍ତାହ ପରେ ଶେଷରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରର ମନ୍ତ୍ରଣାଳୟ ବଣ୍ଟା ହୋଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟରେ ଉଦ୍ଧବଙ୍କ ଶିବସେନା ଗୃହ ଏବଂ ନଗର ଉନ୍ନୟନ ବିଭାଗ ପାଇଛି। ସେହିଭଳି ଶରଦ ପାୱାରଙ୍କ ଏନ୍‌ସିପି ଅର୍ଥ ଏବଂ ହାଉସିଂ ବିଭାଗ ପାଇଛି। ଅନ୍ୟପକ୍ଷରେ କଂଗ୍ରେସ ଭାଗରେ ରାଜସ୍ୱ ବିଭାଗ ପଡ଼ିଛି।

ସୂଚନାଯୋଗ୍ୟ ଯେ, ଶିବସେନା ଏବଂ ବିଜେପି ଏକାଠି ନିର୍ବାଚନ ଲଢ଼ି ସରକାର ଗଠନ ପାଇଁ ଜନାଦେଶ ପାଇଥିଲେ। କିନ୍ତୁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ମନ ବଳାଇବାରୁ ଏବଂ ଅଢ଼େଇ ଅଢ଼େଇ ବର୍ଷ ପାଇଁ ଏହି ପଦକୁ ବାଣ୍ଟିବା ପାଇଁ ଜିଦ୍‌ ଧରିବାରୁ ଏହା ସମ୍ଭବପର ହୋଇପାରିନଥିଲା। ଏଥିସହିତ ୩୦ ବର୍ଷର ପାର୍ଟନରଶିପ୍‌ ଭାଙ୍ଗିଯାଇଥିଲା। ପରେ କଂଗ୍ରେସ ଏବଂ ଏନ୍‌ସିପି ସହ ମିଶି ଏହା ମହାରାଷ୍ଟ୍ରରେ ସରକାର ଗଢ଼ିଛି। ଏହି ୨ ଦଳଙ୍କ ପ୍ରସ୍ତାବ କ୍ରମେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତେବେ ଉଦ୍ଧବଙ୍କ ଶପଥ ପୂର୍ବରୁ ମହାରାଷ୍ଟ୍ର ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଥିଲା। ବିଜେପିର ଦେବେନ୍ଦ୍ର ଫଡ଼ନାବିସ୍‌ ଏନ୍‌ସିପିର ଅଜିତ ପାୱାରଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଯାଇଥିଲେ। କେହି କିଛି ଜାଣିବା ଆଗରୁ ଅନୁଷ୍ଠିତ ହୋଇଯାଇଥିବା ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଏନ୍‌ସିପିର ବିଧାୟକମାନେ ଶରଦ ପାୱାରଙ୍କ ସମର୍ଥନରେ ଅଟଳ ରହିବାରୁ ଉଭୟ ଦେବେନ୍ଦ୍ର ଏବଂ ଅଜିତଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story