ନେତୃତ୍ୱକୁ ନେଇ ବିଜେପି-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି, ବିଜେପିକୁ ସମର୍ଥନ ଦେଲେ ୬ ବିଧାୟକ

ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ଏହି ଦୁଇ ଦଳ ବାହାର ବିଧାୟକଙ୍କ ସମର୍ଥନ ବଢ଼ାଇବାରେ ସଫଳ ହୋଇଛନ୍ତି। ଗତକାଲି ବିଜେପିକୁ ସମର୍ଥନ ଦେଇଛନ୍ତି ଜନ ସ୍ୱରାଜ୍ୟ ପାର୍ଟିର ବିଧାୟକ ବିନୟ କାରେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ବିଧାୟକ ବିନୟ କାରେ ଭେଟି ନିଜର ସମର୍ଥନ ପତ୍ର ଦେଇଛନ୍ତି। ଏହା ପୂର୍ବରୁ ସୋମବାର ମଧ୍ୟ ବିଜେପିକୁ ସମର୍ଥନ ଦେଇଥିଲେ ଯୁବ ସ୍ୱାଭିମାନୀ […]

binay kare maharastra mla

binay kare maharastra mla

Subhransu Sekhar
  • Published: Wednesday, 30 October 2019
  • Updated: 30 October 2019, 10:20 AM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ଏହି ଦୁଇ ଦଳ ବାହାର ବିଧାୟକଙ୍କ ସମର୍ଥନ ବଢ଼ାଇବାରେ ସଫଳ ହୋଇଛନ୍ତି। ଗତକାଲି ବିଜେପିକୁ ସମର୍ଥନ ଦେଇଛନ୍ତି ଜନ ସ୍ୱରାଜ୍ୟ ପାର୍ଟିର ବିଧାୟକ ବିନୟ କାରେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ବିଧାୟକ ବିନୟ କାରେ ଭେଟି ନିଜର ସମର୍ଥନ ପତ୍ର ଦେଇଛନ୍ତି। ଏହା ପୂର୍ବରୁ ସୋମବାର ମଧ୍ୟ ବିଜେପିକୁ ସମର୍ଥନ ଦେଇଥିଲେ ଯୁବ ସ୍ୱାଭିମାନୀ ପାର୍ଟିର ବିଧାୟକ ରବି ରାଣା, ୪ ସ୍ୱାଧୀନ ବିଧାୟକ ଗୀତା ଜୈନ୍, ରାଜେନ୍ଦ୍ର ରାଓତ, ମହେଶ ବଲାଡ଼ି ଏବଂ ବିନୋଦ ଅଗ୍ରଓ୍ୱାଲ୍। ଏବେ ଏହି ୬ ବିଧାୟକଙ୍କ ସମର୍ଥନ ସହିତ ବିଜେପି ପାଖରେ ୧୧୧ ବିଧାୟକ ରହିଛନ୍ତି।

ସେହିପରି ଶିବସେନାକୁ ମଧ୍ୟ ଦୁଇ ଜଣ ସ୍ୱାଧୀନ ବିଧାୟକ ଏବଂ ପିଜେପି ପାର୍ଟିର ଦୁଇ ଜଣ ବିଧାୟକ ସମର୍ଥନ ଦେଇଛନ୍ତି। ଏବେ ଶିବସେନା ପାଖରେ ୬୦ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢ଼ିବା ପାଇଁ ୧୪୬ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି। ହେଲେ ସରକାର ଗଢ଼ିବା ପାଇଁ ମେଣ୍ଟର ଆବଶ୍ୟକ ରହିଛି। ତେଣେ ନିର୍ବାଚନ ବେଳେ ବିଜେପି ସହ ମେଣ୍ଟ କରିଥିବା ଶିବସେନା ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦବୀ ମାଗିବାରୁ ବିବାଦ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story