ମଲାଲାଙ୍କ ଆକ୍ରମଣକାରୀଙ୍କୁ ଗୁପ୍ତରେ କରାଯାଇଛି ମୁକ୍ତ

ନୂଆଦିଲ୍ଲୀ: ପାକିସ୍ତାନର ବାହାଦୁର ଝିଅ ତଥା ନୋବେଲ୍ ବିଜେତା ମଲାଲା ୟୁସୁଫଜଇଙ୍କ ଉପରେ ଆକ୍ରମଣ ମାମଲାରେ ୨୫ ବର୍ଷ ଲେଖାଏଁ ସଜା କାଟୁ ଥିବା ୧୦ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗୁପ୍ତରେ ମୁକ୍ତ କରି ଦିଆଯାଇଥିବା ଜଣାପଡ଼ିଛି। ଆଉ ମାତ୍ର ଦୁଇ ଜଣ ଜେଲରେ ଅଛନ୍ତି। ଗଣମାଧ୍ୟମଗୁଡ଼ିକରେ ସମାଲୋଚନାରୁ ବର୍ତ୍ତିବା ପାଇଁ ଏହି ଆତଙ୍କବାଦୀମାନଙ୍କୁ ନାଁକୁ କେବଳ ଦଣ୍ଡ ଦିଆଯାଇଥିଲା। ପରେ କିନ୍ତୁ ଗୁପ୍ତ ଭାବେ ଛାଡ଼ି ଦିଆଯାଇଥିଲା।  ଆଉ ଏ ସଂପର୍କରେ କାହାକୁ […]

MalalaYousafzai

MalalaYousafzai

Rakesh Mallick
  • Published: Friday, 05 June 2015
  • Updated: 04 May 2017, 03:45 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ବାହାଦୁର ଝିଅ ତଥା ନୋବେଲ୍ ବିଜେତା ମଲାଲା ୟୁସୁଫଜଇଙ୍କ ଉପରେ ଆକ୍ରମଣ ମାମଲାରେ ୨୫ ବର୍ଷ ଲେଖାଏଁ ସଜା କାଟୁ ଥିବା ୧୦ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗୁପ୍ତରେ ମୁକ୍ତ କରି ଦିଆଯାଇଥିବା ଜଣାପଡ଼ିଛି। ଆଉ ମାତ୍ର ଦୁଇ ଜଣ ଜେଲରେ ଅଛନ୍ତି। ଗଣମାଧ୍ୟମଗୁଡ଼ିକରେ ସମାଲୋଚନାରୁ ବର୍ତ୍ତିବା ପାଇଁ ଏହି ଆତଙ୍କବାଦୀମାନଙ୍କୁ ନାଁକୁ କେବଳ ଦଣ୍ଡ ଦିଆଯାଇଥିଲା। ପରେ କିନ୍ତୁ ଗୁପ୍ତ ଭାବେ ଛାଡ଼ି ଦିଆଯାଇଥିଲା।  ଆଉ ଏ ସଂପର୍କରେ କାହାକୁ ବି ଜଣାନଥିଲା। ତେବେ ପାକିସ୍ତାନର ସୁରକ୍ଷା ବିଭାଗର ଜଣେ ଅଧିକାରୀ ଏବେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୁପ୍ତ ଭାବେ ହୋଇଥିବା ବିଚାରରେ ୧୦ରୁ ୮ ଜଣ ଆତଙ୍କୀଙ୍କୁ ଛାଡ଼ି ଦିଆଯାଇଛି।  ଶୁଣାଣି ବେଳେ ଏମାନଙ୍କ ବିରୁଦ୍ଧରେ କେହି ସାକ୍ଷୀ ନଥିଲେ। କେବଳ ବିଚାରପତି ଓ ସରକାରୀ ଓକିଲଙ୍କ ଉପସ୍ଥିତିରେ ଏହି ସବୁ କଥା ହୋଇଥିଲା।

ସୂଚନାଯୋଗ୍ୟ, ୨୦୧୨ ଅକ୍ଟୋବର ୯ ତାରିଖରେ ୧୪ ବର୍ଷୀୟ ମଲାଲାଙ୍କ ଉପରକୁ ତାଲିବାନୀ ଆତଙ୍କୀମାନେ ଆକ୍ରମଣ କରିଥିଲେ। ବାଳିକା ଶିକ୍ଷା ଉପରେ ସେ ପ୍ରଚାରପ୍ରସାର ପାଇଁ କାମ କରୁଥିବା ଯୋଗୁ ଆତଙ୍କବାଦୀମାନେ ଏପରି ଘୃଣ୍ୟ କାଣ୍ଡ ଭିଆଇ ଥିଲେ। ସ୍କୁଲରୁ ଘରକୁ ଫେରୁ ଥିବା ବେଳେ ତାଙ୍କ ଉପରେ ହୋଇଥିଲା ଆକ୍ରମଣ। ତାଙ୍କ ମୁଣ୍ଡରେ ବାଜିଥିଲା ଗୁଳି।  ତେବେ ସେ ବଂଚି ଯାଇଥିଲେ। ବ୍ରିଟେନରେ ଏକ ଡାକ୍ତରଖାନାରେ ସେ ଚିକିତ୍ସିତ ହୋଇଥିଲେ। ଆଉ ଏହି ଘଟଣାର ଠିକ୍ ଦୁଇ ବର୍ଷ ପରେ ୨୦୧୪ ଅକ୍ଟୋବର ୧୦ ତାରିଖରେ ତାଙ୍କୁ ପ୍ରଦାନ କରାଯାଇଥିଲା ନୋବେଲ୍ ପୁରସ୍କାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story