‘ସଂଖ୍ୟାଲଘୁ କଟ୍ଟରପନ୍ଥୀ’ ମନ୍ତବ୍ୟ ନେଇ ମମତା-ଓୱେସି ମୁହାଁମୁହିଁ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ସଂଖ୍ୟାଲଘୁ କଟ୍ଟରପନ୍ଥୀ’ ମନ୍ତବ୍ୟକୁ ନେଇ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ୍‌ ଓୱେସି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ସମ୍ପ୍ରଦାୟଙ୍କ ମଧ୍ୟରେ ବିଭେଦ ଓ ବିଭାଜନ ସୃଷ୍ଟି କରୁଛନ୍ତି। ଏହା ପୂର୍ବରୁ ମମତା ଏଆଇଏମଆଇଏମର ମୁଖ୍ୟ ଆସଦୁଦ୍ଦିନ ଓୱେସୀଙ୍କ ନାଁ ନନେଇ ସେ ସମାଲୋଚନା କରିଥିଲେ। ସେ କହିଥିଲେ, “ଆଜିକାଲି ସଂଖ୍ୟାଲଘୁଙ୍କ ମଧ୍ୟରେ କଟ୍ଟରପନ୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏମିତି ଏକ ରାଜନୀତିକ ଦଳ ଅଛି, ଯାହାକି […]

mamta-owaisi

mamta-owaisi

Subrat Kumar Nayak
  • Published: Tuesday, 19 November 2019
  • Updated: 19 November 2019, 04:00 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ସଂଖ୍ୟାଲଘୁ କଟ୍ଟରପନ୍ଥୀ’ ମନ୍ତବ୍ୟକୁ ନେଇ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ୍‌ ଓୱେସି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ସମ୍ପ୍ରଦାୟଙ୍କ ମଧ୍ୟରେ ବିଭେଦ ଓ ବିଭାଜନ ସୃଷ୍ଟି କରୁଛନ୍ତି।

ଏହା ପୂର୍ବରୁ ମମତା ଏଆଇଏମଆଇଏମର ମୁଖ୍ୟ ଆସଦୁଦ୍ଦିନ ଓୱେସୀଙ୍କ ନାଁ ନନେଇ ସେ ସମାଲୋଚନା କରିଥିଲେ। ସେ କହିଥିଲେ, “ଆଜିକାଲି ସଂଖ୍ୟାଲଘୁଙ୍କ ମଧ୍ୟରେ କଟ୍ଟରପନ୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏମିତି ଏକ ରାଜନୀତିକ ଦଳ ଅଛି, ଯାହାକି ବିଜେପିଠାରୁ ଟଙ୍କା ନେଉଛି, ଏହି କଟ୍ଟରପନ୍ଥୀ ନେତାମାନେ ପଶ୍ଚିମବଙ୍ଗ ନୁହେଁ ସେମାନେ ହାଇଦ୍ରାବାଦର।” ଏହି କଟ୍ଟରପନ୍ଥୀ ନେତାଙ୍କୁ ଧ୍ୟାନ ନଦେବାକୁ ଆହ୍ୱାନ କରିଥିଲେ ମମତା ବାନାର୍ଜୀ।

ତେବେ ଏହାର ଜବାବରେ ଓୱେସି କହିଛନ୍ତି, “ଯଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁଯାୟୀ ଆମ କାମ କଟ୍ଟରପନ୍ଥୀ, ତାହାଲେ ମୋର କିଛି କହିବାର ନାହିଁ। କଟ୍ଟରପନ୍ଥୀ ହେଉଛି ସେ ପଶ୍ଚିମବଙ୍ଗରେ ବିଜେପିକୁ ପଶିବାକୁ ଦେଲେ। ସେ ପଶ୍ଚିମବଙ୍ଗର ମୁସଲିମ୍ମାନଙ୍କୁ ନୀଚ୍ଚା ଦେଖାଇବାର ପ୍ରୟାସ କରିଛନ୍ତି। ସେ ଭୋଟ୍ ପାଇଁ ମୁସଲିମ୍ ତୁଷ୍ଟିକରଣ ବନ୍ଦ କରିବା ଦରକାର।”

ଓୱେସି ଆହୁରି ମଧ୍ୟ କହିଥିଲେ, “ମୋ ବିରୋଧରେ ଅଭିଯୋଗ ଆଣି ତୁମେ ପଶ୍ଚିମବଙ୍ଗ ମୁସଲିମ୍‌ଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛ ଯେ ଓୱେସିଙ୍କ ଦଳ ରାଜ୍ୟରେ ଭୟ ସୃଷ୍ଟିକାରୀ ଦଳ ଭାବେ ଉଭା ହୋଇଛି। ମମତାଙ୍କ ମନ୍ତବ୍ୟରେ ତାଙ୍କର ଭୟ ଏବଂ ହତାଶା ଏଥିରେ ସ୍ପଷ୍ଟ ଦେଖାଯାଉଛି।”

ସୂଚନାଯୋଗ୍ୟ ଯେ, କୁଚବିହାରରେ ଲୋକଙ୍କୁ ସମ୍ୱୋଧନ କରିବାକୁ ଯାଇ ମମତା ବାନାର୍ଜୀ ଏଭଳି କହିଥିଲେ। ଏହାପରେ ମମତା କୁଚବିହାର ସ୍ଥିତ ମଦନ ମୋହନ ମନ୍ଦିରକୁ ଯାଇଥିଲେ। ପରେ ରାଜବାଡି ପଡ଼ିଆରେ ଆୟୋଜିତ ହେଉଥିବା ରାସମେଳାରେ ସେ ଯୋଗ ଦେଇଥିଲେ।

ପଶ୍ଚିମବଙ୍ଗରେ ଆଗାମୀ ଦିନରେ ବିଜେପି ସହ ଶାସକ ତୃଣମୂଳ କଂଗ୍ରେସର ଲଢ଼େଇ ହେବ। ରାଜ୍ୟରେ ହିନ୍ଦୁ ଭୋଟରଙ୍କ ସଂଖ୍ୟା ଅଳ୍ପସଂଖ୍ୟକ ତୁଳନାରେ ଢ଼େର ଅଧିକ ରହିଛି। ବିଜେପି ହିନ୍ଦୁତ୍ୱ କାର୍ଡ ଖେଳି ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ ଭୋଟ୍ ଗୋଟାଇବାରେ ସମର୍ଥ ହୋଇଛି। ଏବେ ବିଜେପିକୁ ମାତ୍ ଦେବା ପାଇଁ ମମତା ବାନାର୍ଜୀ ନିଜ ରଣନୀତିରେ ପରିବର୍ତ୍ତନ କରିଥିବା ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story