ବିଚ୍ ରାସ୍ତାରେ ପୂର୍ବତନ ସ୍ତ୍ରୀର ମୁଣ୍ଡ କାଟି କେନାଲରେ ଫିଙ୍ଗିଦେଲା

ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶ ବିଜୟଓ୍ୱାଡାର ସତ୍ୟନାରାୟଣା ପୁରମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ନିଜ ପୂର୍ବତନ ସ୍ତ୍ରୀର ଗଳା କାଟିଦେବା ପରେ କଟାମୁଣ୍ଡକୁ ହାତରେ ଧରି ଗୋଟିଏ କେନାଲ ମଧ୍ୟକୁ ଫିଙ୍ଗି ଦେଇଥିଲା। ଏହାପରେ ସେ ସ୍ଥାନୀୟ ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛି। ପୁଲିସ ହତ୍ୟାକାରୀକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ହତ୍ୟାକାରୀର ନାଁ ପ୍ରଦୀପ କୁମାର ବୋଲି ଜଣାପଡ଼ିଛି। ମୃତକ ଜଣଙ୍କ ନାମ ମଣି କ୍ରାନ୍ତି(୨୩) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଉଭୟ ପ୍ରଦୀପ […]

crime-,,

crime-,,

Subhransu Sekhar
  • Published: Sunday, 11 August 2019
  • Updated: 11 August 2019, 08:22 PM IST

Sports

Latest News

ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶ ବିଜୟଓ୍ୱାଡାର ସତ୍ୟନାରାୟଣା ପୁରମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ନିଜ ପୂର୍ବତନ ସ୍ତ୍ରୀର ଗଳା କାଟିଦେବା ପରେ କଟାମୁଣ୍ଡକୁ ହାତରେ ଧରି ଗୋଟିଏ କେନାଲ ମଧ୍ୟକୁ ଫିଙ୍ଗି ଦେଇଥିଲା। ଏହାପରେ ସେ ସ୍ଥାନୀୟ ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛି। ପୁଲିସ ହତ୍ୟାକାରୀକୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ହତ୍ୟାକାରୀର ନାଁ ପ୍ରଦୀପ କୁମାର ବୋଲି ଜଣାପଡ଼ିଛି। ମୃତକ ଜଣଙ୍କ ନାମ ମଣି କ୍ରାନ୍ତି(୨୩) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଉଭୟ ପ୍ରଦୀପ ଏବଂ ମଣି କ୍ରାନ୍ତି କିଛି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ୨୦୧୮ରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos