ଅର୍ଡର କରିଥିଲେ ଧର୍ମୀୟ କାର୍ଯ୍ୟକ୍ରମ, ଚ୍ୟାନେଲ ପଠାଇଥିଲା ପର୍ଣ୍ଣ ଲିଙ୍କ୍‌

ବିଶାଖାପଟନମ: ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଗୋଟିଏ ଆଧ୍ୟାତ୍ମିକ ଚ୍ୟାନେଲକୁ କିଛି ଧର୍ମୀୟ ଜିନିଷ ଶିଖିବା ପାଇଁ ଲିଙ୍କ ପଠାଇବାକୁ କହିଥିଲେ। ହେଲେ ଚ୍ୟାନେଲ କର୍ତ୍ତୃପକ୍ଷ ତାଙ୍କ ଇ-ମେଲ୍‌କୁ ଧାର୍ମିକ ଜିନିଷ ବଦଳରେ ଗୋଟିଏ ପର୍ଣ୍ଣ ଲିଙ୍କ ପଠାଇଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବ୍ୟକ୍ତିଙ୍କ ପାଖକୁ ଟିଟିଡିର ଶ୍ରୀ ଭେଙ୍କଟେଶ୍ୱର ଭକ୍ତି ଚ୍ୟାନେଲ ପକ୍ଷରୁ ଏଭଳି ଲିଙ୍କ ପଠାଯାଇଛି। ସୂଚନା ଅନୁଯାୟୀ, ଚ୍ୟାନେଲରେ ଏକାଧିକ ଧାର୍ମିକ […]

df

df

Hemant Lenka
  • Published: Wednesday, 11 November 2020
  • Updated: 11 November 2020, 08:14 PM IST

Sports

Latest News

ବିଶାଖାପଟନମ: ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଗୋଟିଏ ଆଧ୍ୟାତ୍ମିକ ଚ୍ୟାନେଲକୁ କିଛି ଧର୍ମୀୟ ଜିନିଷ ଶିଖିବା ପାଇଁ ଲିଙ୍କ ପଠାଇବାକୁ କହିଥିଲେ। ହେଲେ ଚ୍ୟାନେଲ କର୍ତ୍ତୃପକ୍ଷ ତାଙ୍କ ଇ-ମେଲ୍‌କୁ ଧାର୍ମିକ ଜିନିଷ ବଦଳରେ ଗୋଟିଏ ପର୍ଣ୍ଣ ଲିଙ୍କ ପଠାଇଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବ୍ୟକ୍ତିଙ୍କ ପାଖକୁ ଟିଟିଡିର ଶ୍ରୀ ଭେଙ୍କଟେଶ୍ୱର ଭକ୍ତି ଚ୍ୟାନେଲ ପକ୍ଷରୁ ଏଭଳି ଲିଙ୍କ ପଠାଯାଇଛି।

ସୂଚନା ଅନୁଯାୟୀ, ଚ୍ୟାନେଲରେ ଏକାଧିକ ଧାର୍ମିକ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ। ଜଣେ ବ୍ୟକ୍ତି ଚ୍ୟାନେଲର ସତମାନମ ଭବତି କାର୍ଯ୍ୟକ୍ରମ ଦେଖିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକ୍ରମେ ଚ୍ୟାନେଲ ପକ୍ଷରୁ ତାଙ୍କ ଇ-ମେଲକୁ ଏହାର ଲିଙ୍କ ପଠାଯିବ ବୋଲି କୁହାଯାଇଥିଲା।

ହେଲେ ଏହି ଚ୍ୟାନେଲରେ କାମ କରୁଥିବା ଜଣେ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମ ବଦଳରେ ବ୍ୟକ୍ତିଙ୍କ ପାଖକୁ ଗୋଟିଏ ପର୍ଣ୍ଣ ସାଇଟର ଲିଙ୍କ ପଠାଇଛନ୍ତି। ଶ୍ରଦ୍ଧାଳୁ ଜଣଙ୍କ ଏହା ଦେଖି ଆଶ୍ଚର୍ଯ୍ୟ ଚକିତ ହେବା ସହ ଟିଟିଡି ଅଧ୍ୟକ୍ଷ ୱାଇଭି ଶୁଭା ରେଡ୍ଡୀ ଓ ଇଓ କେଏସ ଜୱାହର ରେଡ୍ଡୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ଟିଡିପି ବିରୋଧ ପ୍ରଦର୍ଶନ କରିଛି। ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଲିଙ୍କ ପଠାଇଥିବା କର୍ମଚାରୀ ଜଣଙ୍କ ଅଫିସରେ ଥିବା ବେଳେ ନିୟମିତ ପର୍ଣ୍ଣ ସାଇଟ୍‌ ଦେଖନ୍ତି। ତେଣୁ ସେ ଭକ୍ତିଭିତ୍ତିକ କାର୍ଯ୍ୟକ୍ରମ ବଦଳରେ ଗୋଟିଏ ପର୍ଣ୍ଣ ଲିଙ୍କ ସଂପୃକ୍ତ ଶ୍ରଦ୍ଧାଳୁଙ୍କ ପାଖକୁ ପଠାଇ ଦେଇଛନ୍ତି। ଏବେ ଉକ୍ତ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story