ଗୁପ୍ତାଙ୍ଗ କାଟି ଦେଲେ ମହିଳା, ଚିକିତ୍ସା ବେଳେ ଯୁବକ ମୃତ 

ଥାନେ: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଦୁଇ ଜଣ ସହଯୋଗୀଙ୍କ ସହ ମିଶି ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାରେ ସମ୍ପୃକ୍ତ ମହିଳାଙ୍କ ପରିଚୟ ଦେବାକୁ ପୁଲିସ୍‌ ମନା କରିବା ସହ ଦୁଇ ସହଯୋଗୀ ତେଜସ୍‌ ମାହତ୍ରେ ଏବଂ ପ୍ରତୀକ କେନିଆ ବୋଲି କହିଛି। ଅଭିଯୋଗ ଅନୁସାରେ, ୨୭ ବର୍ଷୀୟ ତୁଷାର ପୂଜାରେ ନାମକ ଜଣେ ହୋମ ଲୋନ୍‌ ଆଡଭାଇଜର ସମ୍ପୃକ୍ତ ମହିଳାଙ୍କ ପିଛା […]

murder

murder

Rakesh Mallick
  • Published: Monday, 31 December 2018
  • Updated: 31 December 2018, 02:51 PM IST

Sports

Latest News

ଥାନେ: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଦୁଇ ଜଣ ସହଯୋଗୀଙ୍କ ସହ ମିଶି ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାରେ ସମ୍ପୃକ୍ତ ମହିଳାଙ୍କ ପରିଚୟ ଦେବାକୁ ପୁଲିସ୍‌ ମନା କରିବା ସହ ଦୁଇ ସହଯୋଗୀ ତେଜସ୍‌ ମାହତ୍ରେ ଏବଂ ପ୍ରତୀକ କେନିଆ ବୋଲି କହିଛି।

ଅଭିଯୋଗ ଅନୁସାରେ, ୨୭ ବର୍ଷୀୟ ତୁଷାର ପୂଜାରେ ନାମକ ଜଣେ ହୋମ ଲୋନ୍‌ ଆଡଭାଇଜର ସମ୍ପୃକ୍ତ ମହିଳାଙ୍କ ପିଛା କରୁଥିଲେ। ଏପରିକି ସେ ତାଙ୍କ ଘରକୁ ଯାଇ ମହିଳାଙ୍କ ପ୍ରତି ଥିବା ତାଙ୍କ ଆକର୍ଷଣ ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଜଣାଇଥିଲେ। ପୂଜାରେଙ୍କ ଭାଇ କହିଛନ୍ତି, ୧୫ ଦିନ ପୂର୍ବରୁ ମହିଳା ଜଣଙ୍କ ପୂଜାରେଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ କଡ଼ା ଚେତାବନୀ ଦେଇଥିଲେ।

୨୫ ଡିସେମ୍ବରରେ ନନ୍ଦିୱଲି ଅଞ୍ଚଳର ଡୋମ୍ବିଭାଲିରୁ ପୂଜାରେଙ୍କ ପାଖକୁ ହୋମ୍‌ ଲୋନ୍‌ ନେଇ ଆଲୋଚନା କରିବାକୁ କେହି ଫୋନ କରି ଡକାଇଥିଲେ। ପୂଜାରେ ସେଠାରେ ପହଞ୍ଚିବା ପରେ ମହିଳା ଜଣଙ୍କ ସହଯୋଗୀଙ୍କ ସହ ମିଶି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଏହାପରେ ସେ ନିଜେ ପୂଜାରେଙ୍କୁ ନିକଟସ୍ଥ ଏକ ମେଡିକାଲ୍‌ରେ ଛାଡ଼ି ଚାଲିଯାଇଥିଲେ।

ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରୁ ସୂଚନା ପାଇବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ ୨୬ ଡିସେମ୍ବରରେ ମହିଳା ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଧରିଛି। ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ମୁମ୍ବାଇର ଜେଜେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୂଜାରେଙ୍କ ମୃତ୍ୟୁ ଘଟିଛି। ଏହାପରେ ପୁଲିସ୍‌ ତିନି ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story