ମସଜିଦ ନିକଟରେ କାର ବୋମା ବିସ୍ଫୋରଣ : ୪ ମୃତ୍ୟୁ, ୨ଗୁରୁତର

ଦକ୍ଷୀଣ ଆରବ: ଦକ୍ଷୀଣ ଆରବର ଦାମ୍ମନ୍ ସହରର ଥିବା ଏକ ମସଜିଦ୍ ନିକଟରେ ଆତ୍ମଘାତୀ କାର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଜି ମଧ୍ୟାନ୍ନରେ ମସଜିଦ ନିକଟରେ ପ୍ରାର୍ଥନା ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ବୋଲି ଦକ୍ଷୀଣ ସାଉଦୀର ଜଣେ ସରକାରୀ କର୍ମଚାରୀ ସୂଚନା ଦେଇଛନ୍ତି। ଏହି ଆତ୍ମଘାତି କାର ବୋମା ମଧ୍ୟରେ ମଧ୍ୟରେ ଜଣେ ଡ୍ରାଇଭର ଓ ଦୁଇଜଣ ସନ୍ଧିଗ୍ଦ […]

south arab

south arab

Rakesh Mallick
  • Published: Friday, 29 May 2015
  • Updated: 04 May 2017, 03:45 PM IST

Sports

Latest News

ଦକ୍ଷୀଣ ଆରବ: ଦକ୍ଷୀଣ ଆରବର ଦାମ୍ମନ୍ ସହରର ଥିବା ଏକ ମସଜିଦ୍ ନିକଟରେ ଆତ୍ମଘାତୀ କାର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଜି ମଧ୍ୟାନ୍ନରେ ମସଜିଦ ନିକଟରେ ପ୍ରାର୍ଥନା ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ବୋଲି ଦକ୍ଷୀଣ ସାଉଦୀର ଜଣେ ସରକାରୀ କର୍ମଚାରୀ ସୂଚନା ଦେଇଛନ୍ତି। ଏହି ଆତ୍ମଘାତି କାର ବୋମା ମଧ୍ୟରେ ମଧ୍ୟରେ ଜଣେ ଡ୍ରାଇଭର ଓ ଦୁଇଜଣ ସନ୍ଧିଗ୍ଦ ଦୁର୍ବୃତ୍ତ ଥିଲେ। ସୂଚନାଯୋଗ୍ୟଯେ, ଗତ ମେ’ ୨୨ରେ ଏହଭଳି ଏକ କାରବୋମା ବିସ୍ଫୋରଣରେ ୨୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ଜଣ ଗୁରୁତର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story