ମାୟାବତୀଙ୍କୁ ଟାର୍ଗେଟ କଲେ ଲାଲୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ବିଧାନସଭା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ ଥିବାରୁ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଆରଜେଡି ପ୍ରମୁଖ ଲାଲୁ ଯାଦବ ଆଜି କଂଗ୍ରେସ ଓ ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିବାକୁ ଯାଇ କହିଛନ୍ତି, “ବାସପାର ସୁପ୍ରିମୋ ମୟାବତୀ ନିଜ ରାଜ୍ୟରେ ପୋଲିସ୍‌ ଆକ୍ଟ ଲଗାଇ ଅତ୍ୟାଚାର କରୁଛନ୍ତି। ସେ ଯାଦବ ପରିବାର ଉପରେ ମଧ୍ୟ ଅତ୍ୟାଚାର କରିଛନ୍ତି।” ଲାଲୁ ଆହୁରି କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚ୍ଛେ […]

lalu

lalu

Rakesh Mallick
  • Published: Tuesday, 21 February 2017
  • Updated: 21 February 2017, 05:09 PM IST

Sports

Latest News

ଲକ୍ଷ୍ମୌ: ଉତ୍ତରପ୍ରଦେଶ ବିଧାନସଭା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ ଥିବାରୁ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଆରଜେଡି ପ୍ରମୁଖ ଲାଲୁ ଯାଦବ ଆଜି କଂଗ୍ରେସ ଓ ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିବାକୁ ଯାଇ କହିଛନ୍ତି, “ବାସପାର ସୁପ୍ରିମୋ ମୟାବତୀ ନିଜ ରାଜ୍ୟରେ ପୋଲିସ୍‌ ଆକ୍ଟ ଲଗାଇ ଅତ୍ୟାଚାର କରୁଛନ୍ତି। ସେ ଯାଦବ ପରିବାର ଉପରେ ମଧ୍ୟ ଅତ୍ୟାଚାର କରିଛନ୍ତି।”

ଲାଲୁ ଆହୁରି କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚ୍ଛେ ଦିନ କୁଆଡେ ଗଲା? ସବୁ ବଡ଼ କାମ ସବୁ କଂଗ୍ରେସ କରିଛି।”

ବିମୁଦ୍ରାକରଣ ନେଇ ଲାଲୁ କହିଛନ୍ତି,“ବିମୁଦ୍ରାକରଣ ଯୋଗୁଁ ଲୋକମାନେ ପଇସା ପାଇଁ ବ୍ୟାଙ୍କରେ ଲାଇନ ଦେବାକୁ ଯାଇ ମୃତ୍ୟୁ ହୋଇଛି। ବିମୁଦ୍ରାକରଣରେ କଂଗ୍ରେସ ଓ ବିଜେପି କଳାଧନକୁ ଧଳା କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story