ସମାଜବାଦୀ ପାର୍ଟିକୁ ମାୟାବତୀଙ୍କ ପରାମର୍ଶ: ଆମ କର୍ମୀଙ୍କ ଠାରୁ ଶୃଙ୍ଖଳା ଶିଖ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ସୁଶ୍ରୀ ମାୟାବତୀ ରାଲି ବେଳେ ମହାମେଣ୍ଟର ଅନ୍ୟତମ ସହଯୋଗୀ ସମାଜବାଦୀ ପାର୍ଟିର କର୍ମୀଙ୍କୁ ଅନୁଶାସନର ପାଠ ପଢ଼ାଇଛନ୍ତି। ଖାଲି ପରାମର୍ଶ ନୁହେଁ ବିଏସପି କର୍ମୀଙ୍କ ପାଖରୁ କେମିତି ଶୃଙ୍ଖଳିତ ହେବାକୁ ପଡ଼େ ଶିଖିବା ପାଇଁ ଏସପି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। #WATCH BSP Chief Mayawati in joint SP-BSP-RLD rally in Firozabad earlier today: Aaplog ye jo beech mein, jo naarebaazi lagate hain, […]

mayawati-akhilesh

mayawati-akhilesh

Subhransu Sekhar
  • Published: Sunday, 21 April 2019
  • Updated: 21 April 2019, 02:53 PM IST

Sports

Latest News

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ସୁଶ୍ରୀ ମାୟାବତୀ ରାଲି ବେଳେ ମହାମେଣ୍ଟର ଅନ୍ୟତମ ସହଯୋଗୀ ସମାଜବାଦୀ ପାର୍ଟିର କର୍ମୀଙ୍କୁ ଅନୁଶାସନର ପାଠ ପଢ଼ାଇଛନ୍ତି। ଖାଲି ପରାମର୍ଶ ନୁହେଁ ବିଏସପି କର୍ମୀଙ୍କ ପାଖରୁ କେମିତି ଶୃଙ୍ଖଳିତ ହେବାକୁ ପଡ଼େ ଶିଖିବା ପାଇଁ ଏସପି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମାୟାବତୀ ଉତ୍ତର ପ୍ରଦେଶର ଫିରୋଜାବାଦରେ ରାଲି କରୁଥିଲେ। ଏହି ସମୟରେ ଉପସ୍ଥିତ କର୍ମୀଙ୍କ ମଧ୍ୟରୁ ସମାଜାବାଦୀ ପାର୍ଟିର କର୍ମୀ ବିଭିନ୍ନ ନାରା ଏବଂ ସ୍ଲୋଗାନ ଦେଉଥିଲେ। ଯାହାକୁ ମାୟାବତୀ ସହଜରେ ଗ୍ରହଣ କରି ପାରିନଥିଲେ। ଶେଷରେ ବିରକ୍ତ ହୋଇ ସମାଜବାଦୀ ପାର୍ଟିର କର୍ମୀଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story