‘ଖାଲ ସହ ସେଲଫି’

ବେଙ୍ଗାଲୁରୁ: ଦେଶର ଆଇଟି ସହର ଭାବେ ପରିଚିତ କର୍ଣ୍ଣାଟକର ବେଙ୍ଗାଲୁରୁ। ଏହାର ପାଖରେ ରହିଛି ମାଙ୍ଗାଲୁର। ଏଠିକାର ଏମସିସି ନାମକ ସାମାଜିକ ସଂଗଠନ ଏକ ଅଭିଯାନ ଆରମ୍ଭ କରିଛି। ଯାହାର ନାରା ରହିଛି ‘ଖାଲ ସହ ସେଲଫି’। ଉଦ୍ଦେଶ୍ୟ ଖାଲ ରାସ୍ତା ସହ ଫଟୋ ଉଠାଇ ଠିକଣା ଲେଖି ସାମାଜିକ ଗଣମାଧ୍ୟମ ବା ସୋଶାଲ ମିଡିଆରେ ଶେୟାର କରି ଲୋକ ଲୋଚନକୁ ଆଣିବା। ଯାହାକି ପରୋକ୍ଷରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖକୁ ବାର୍ତ୍ତା ଯିବ। […]

SELFIE 2

SELFIE 2

Subhransu Sekhar
  • Published: Friday, 01 November 2019
  • Updated: 01 November 2019, 04:43 PM IST

Sports

Latest News

ବେଙ୍ଗାଲୁରୁ: ଦେଶର ଆଇଟି ସହର ଭାବେ ପରିଚିତ କର୍ଣ୍ଣାଟକର ବେଙ୍ଗାଲୁରୁ। ଏହାର ପାଖରେ ରହିଛି ମାଙ୍ଗାଲୁର। ଏଠିକାର ଏମସିସି ନାମକ ସାମାଜିକ ସଂଗଠନ ଏକ ଅଭିଯାନ ଆରମ୍ଭ କରିଛି। ଯାହାର ନାରା ରହିଛି ‘ଖାଲ ସହ ସେଲଫି’। ଉଦ୍ଦେଶ୍ୟ ଖାଲ ରାସ୍ତା ସହ ଫଟୋ ଉଠାଇ ଠିକଣା ଲେଖି ସାମାଜିକ ଗଣମାଧ୍ୟମ ବା ସୋଶାଲ ମିଡିଆରେ ଶେୟାର କରି ଲୋକ ଲୋଚନକୁ ଆଣିବା। ଯାହାକି ପରୋକ୍ଷରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖକୁ ବାର୍ତ୍ତା ଯିବ।

ପିଲାଠୁ ବୁଢ଼ା ସମସ୍ତେ ଏହି ‘ଖାଲ ସହ ସେଲଫି’ ଅଭିଯାନରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି। ଯିଏ ଖାଲ ସହ ସେଲଫି ନେଉଛନ୍ତି ସେମାନେ ସୋଶାଲ ମିଡିଆରେ ସେହି ଫଟୋକୁ ଶେୟାର କରିବା ବେଳେ ସ୍ଥାନର ନାମକୁ ମଧ୍ୟ ଲେଖିବାକୁ କୁହାଯାଇଛି।

ଏହି ‘ଖାଲ ସହ ସେଲଫି’ ଅଭିଯାନ ପ୍ରଥମେ ମହାରାଷ୍ଟ୍ରର ଏନସିପି ନେତା ସୁପ୍ରିୟା ସୁଲେ ଆରମ୍ଭ କରିଥିଲେ ବୋଲି ଜଣାପଡ଼ିଛି। ରାସ୍ତା ଘାଟ ଖାଲ ଖମାରେ ଭର୍ତ୍ତି ହେବା ପରେ ସ୍ଥାନୀୟ ପ୍ରଶାସନ ମରାମତି କରିନଥିଲା। ଏହାକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଯାଇ ସୁପ୍ରିୟା ଏମିତି କରିଥିଲେ। ଏହାପରେ ୨୦୧୮ରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଉପରେ ଅସନ୍ତୋଷ ପ୍ରକାଶ କରି ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି)ର ଉପସଭାପତି ଜୟନ୍ତ ଚୌଧୁରୀ ଏହି ଅଭିଯାନ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story