ଭାରତ-ପାକିସ୍ତାନ ବିବାଦ ଭିତରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଚାଇନା ଗସ୍ତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ କେନ୍ଦ୍ର ସରକାର ହଟାଇବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତୀବ୍ରତର ହୋଇଛି। ଏହାରି ଭିତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର ଆଜି ତିନି ଦିନିଆ ଚାଇନା ଗସ୍ତରେ ଯାଉଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଚାଇନାର ସହଯୋଗ ଲୋଡିଥିବା ବେଳେ ବୈଦେଶିକ ମନ୍ତ୍ରୀଙ୍କ ଚାଇନା ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ଗସ୍ତ ବେଳେ ଭାରତ ଏବଂ […]

s-jayshankar

s-jayshankar

Subhransu Sekhar
  • Published: Sunday, 11 August 2019
  • Updated: 11 August 2019, 04:48 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ କେନ୍ଦ୍ର ସରକାର ହଟାଇବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତୀବ୍ରତର ହୋଇଛି। ଏହାରି ଭିତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର ଆଜି ତିନି ଦିନିଆ ଚାଇନା ଗସ୍ତରେ ଯାଉଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଚାଇନାର ସହଯୋଗ ଲୋଡିଥିବା ବେଳେ ବୈଦେଶିକ ମନ୍ତ୍ରୀଙ୍କ ଚାଇନା ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଏହି ଗସ୍ତ ବେଳେ ଭାରତ ଏବଂ ଚାଇନା ମଧ୍ୟରେ ଉଚ୍ଚ ସ୍ତରୀୟ ବୈଠକ (High Level Meet)ବସିବ। ବୈଠକରେ ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ୍ ୟି ଯୋଗ ଦେବେ। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ କଳା, ସଂସ୍କୃତି, ସିନେମା, କ୍ରୀଡା ଓ ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ହୋଇପାରେ ବୋଲି ଜଣାପଡ଼ିଛି। ଏଥିସହ ଆଗାମୀ ଦିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ବାବଦରେ ମଧ୍ୟ ଆଲୋଚନା ହେବ।

ସୂଚନାଯୋଗ୍ୟ, ବୈଦେଶିକ ମନ୍ତ୍ରୀ ହେବା ପରେ ଜୟଶଙ୍କରଙ୍କର ଏହା ପ୍ରଥମ ଚାଇନା ଗସ୍ତ। ଏହା ପୂର୍ବରୁ ସେ ୧ ଜୁନ୍ ୨୦୦୯ରୁ ୧ ଡିସେମ୍ୱର ୨୦୧୩ ଯାଏ ଚୀନରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ ଅବସ୍ଥାପିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story