ଭିସା ଓ ବିଦେଶ ଯାତ୍ରା ଉପରେ କଟକଣା କୋହଳ କଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶରେ ଲାଗୁ ହୋଇଥିବା ଭିସା ଓ ବିଦେଶ ଯାତ୍ରା କଟକଣାକୁ କେନ୍ଦ୍ର ସରକାର କୋହଳ କରିଛନ୍ତି। ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ କୋହଳ କରିଛି। ବିଦେଶରେ ଫସି ହୋଇ ରହିଥିବା ଦରିଆ ପାରି ଭାରତୀୟ ନାଗରିକ (ଓସିଆଇ) କାର୍ଡଧାରୀଙ୍କୁ ସ୍ଵଦେଶ ଫେରିବାକୁ ଅନୁମତି ପ୍ରଦାନ କରିଛନ୍ତି ସରକାର। ଏହି ଓସିଆଇ ଶ୍ରେଣୀର କାର୍ଡଧାରୀ ସ୍ଵଦେଶ ଫେରିପାରିବେ ଓସିଆଇ କାର୍ଡଧାରୀ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ନାବାଳକ ସନ୍ତାନସନ୍ତତି। […]

Air India flight

Air India flight

Subhransu Sekhar
  • Published: Friday, 22 May 2020
  • Updated: 22 May 2020, 09:05 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶରେ ଲାଗୁ ହୋଇଥିବା ଭିସା ଓ ବିଦେଶ ଯାତ୍ରା କଟକଣାକୁ କେନ୍ଦ୍ର ସରକାର କୋହଳ କରିଛନ୍ତି। ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ କୋହଳ କରିଛି। ବିଦେଶରେ ଫସି ହୋଇ ରହିଥିବା ଦରିଆ ପାରି ଭାରତୀୟ ନାଗରିକ (ଓସିଆଇ) କାର୍ଡଧାରୀଙ୍କୁ ସ୍ଵଦେଶ ଫେରିବାକୁ ଅନୁମତି ପ୍ରଦାନ କରିଛନ୍ତି ସରକାର।

ଏହି ଓସିଆଇ ଶ୍ରେଣୀର କାର୍ଡଧାରୀ ସ୍ଵଦେଶ ଫେରିପାରିବେ

  • ଓସିଆଇ କାର୍ଡଧାରୀ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ନାବାଳକ ସନ୍ତାନସନ୍ତତି।
  • ପରିବାରର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଭଳି ଜଟିଳ ପରିସ୍ଥିତିରେ ସ୍ଵଦେଶ ଫେରିବାକୁ ଇଚ୍ଛୁକ ଓସିଆଇ କାର୍ଡଧାରୀ।
  • ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରୁ ଜଣେ ଓସିଆଇ କାର୍ଡଧାରୀ ଓ ଅନ୍ୟଜଣେ ଭାରତୀୟ ନାଗରିକ ହେବା ସହ ଭାରତରେ ସ୍ଥାୟୀ ବସବାସ କରୁଥିବେ।
  • ଓସିଆଇ କାର୍ଡଧାରୀ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସେମାନଙ୍କ ମାତାପିତା ଭାରତୀୟ ନାଗରିକ ଏବଂ ଭାରତରେ ରହୁଥିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story