ମିଆଁମାର: ଚାଲଣ ହେଉଥିବା ୭୨୭ ଦାଦନ ଶ୍ରମିକ ଉଦ୍ଧାର

ମିଆଁମାର: ବିଦେଶକୁ ଚାଲାଣ ହେଉଥିବା ୭୨୭ଜଣ ଦାଦନ ଶ୍ରମିକଙ୍କୁ ମିଆଁମାରର ନୌସେନା ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କୁ ଖାଇବାକୁ ଦିଆଯାଇଛି। ସୂଚନାଯୋଗ୍ୟ, ଏହି ଶ୍ରମିକମାନେ ମିଆଁମାର ଦକ୍ଷୀଣ ଉପକୂଳ ଅଞ୍ଚଳରେ ଥିବା ଏକ ବୋଟରେ ଚାଲାଣ ହେଉଥିବା ବେଳେ ନୌସେନା ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୦୦ ଅଧିକ ଦାଦନ ଶ୍ରମିକ ବାଙ୍ଗଳାଦେଶୀ ଶ୍ରମିକ ଅଛନ୍ତି ବୋଲି ସରକାରୀ ସୁତ୍ରରୁ ସୂଚନା ମିଳିଛି। […]

mian mar

mian mar

Rakesh Mallick
  • Published: Friday, 29 May 2015
  • Updated: 04 May 2017, 03:45 PM IST

Sports

Latest News

ମିଆଁମାର: ବିଦେଶକୁ ଚାଲାଣ ହେଉଥିବା ୭୨୭ଜଣ ଦାଦନ ଶ୍ରମିକଙ୍କୁ ମିଆଁମାରର ନୌସେନା ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କୁ ଖାଇବାକୁ ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ଶ୍ରମିକମାନେ ମିଆଁମାର ଦକ୍ଷୀଣ ଉପକୂଳ ଅଞ୍ଚଳରେ ଥିବା ଏକ ବୋଟରେ ଚାଲାଣ ହେଉଥିବା ବେଳେ ନୌସେନା ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୦୦ ଅଧିକ ଦାଦନ ଶ୍ରମିକ ବାଙ୍ଗଳାଦେଶୀ ଶ୍ରମିକ ଅଛନ୍ତି ବୋଲି ସରକାରୀ ସୁତ୍ରରୁ ସୂଚନା ମିଳିଛି। ବାକି ଅନ୍ୟ ଶ୍ରମିକମାନଙ୍କର ନାଗରିକତ୍ୱ ଏପର୍ଯ୍ୟନ୍ତ ଜଣାପଡିନାହିଁ। ମାଆଁମାର ସରକାରଙ୍କ କହିବା କଥା ଏହି ବାଙ୍ଗଲାଦେଶୀ ଶ୍ରମିକମାନେ ଥାଇଲ୍ୟାଣ୍ଡ, ମାଲେସିଆ,କୁଲାଲମପୁର ଓ ଏହାର ଆଖପାଖ ରାଷ୍ଟ୍ରକୁ ଚାଲାଣ ହେଉଥିବା। ଗତ ଏକ ସପ୍ତାହ ମଧ୍ୟରେ ଏହି ଉପକୂଳରୁ ଏହାକୁ ଲଗାଇ ଦ୍ୱିତୀୟ ଘଟଣା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହିରାଷ୍ଟ୍ରକୁ ଶ୍ରମିକ ଚାଲାଣ କରୁଥିବା ଏକ ବଡ ଶ୍ରମିକ ଚାଲାଣ ରାକେଟ୍ ସକ୍ରିୟ ହେଉଛି ବୋଲି ମିଆଁମାର ସରକାରୀ ଅଧିକାରୀ କହିଛନ୍ତି। ଏହାକୁ ଧରିବାକୁ ବୋଟର କାର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଛି।

ଗତ ଏକମାସ ମଧ୍ୟରେ ୩ରୁ ୪ହଜାର ଶ୍ରମିକ ଉପରୋକ୍ତ ରାଷ୍ଟ୍ରକୁ ଚାଲାଣ ହଉଥିବା ବେସରକାରୀ ସଂସ୍ଥାମାନେ ଅଭିଯୋଗ କରିଛନ୍ତି। ଉଦ୍ଦାର ହୋଇଥିବା ଶ୍ରମିକମାନଙ୍କୁ ମିଆଁମାରର ରାଜଧାନୀକୁ ନିଆଯାଇଛି। ଏହି ଦାଦନ ଶ୍ରମିକ ଚାଲଣ ଉପରେ ତଦନ୍ତ କରାଯାଉଛି ବୋଲି ମିଆଁମାର ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story