ମୋବାଇଲ କରୋନା ସଂକ୍ରମଣର ବାହାକ ହୋଇପାରେ: ଏମ୍ସ ଡାକ୍ତର

ନୂଆଦିଲ୍ଲୀ: କରେନା ସଂକ୍ରମଣକୁ ଦୂରେଇବା ପାଇଁ ଦେଶବାସୀ ଏବେ ପରିଷ୍କାର ପରିଛନ୍ନତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଭଳି ସ୍ଥିତିରେ ମୋବାଇଲ୍ କରୋନାର ବାହାକ ହୋଇପାରେ ବୋଲି ଏମ୍ସ ରାୟପୁରର କିଛି ଡାକ୍ତର କହିଛନ୍ତି। ତେଣୁ ହସ୍ପିଟାଲରେ ମୋବାଇଲ୍ ବ୍ୟବହାର ଉପରେ ରୋକ୍ ଲାଗିବା ଦରକାର ବୋଲି ସେମାନେ କହିଛନ୍ତି। ବିଏମଜି ଗ୍ଲୋବାଲ ହେଲଥ ଜୋର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମୋବାଇଲ ଫୋନ୍ ଏକ ଏପରି ଏକ ଜିନିଷ ଯାହାକୁ ସମସ୍ତେ ହାତରେ ଧରିବା ସହିତ ଫୋନରେ […]

MOBILE CORONA

MOBILE CORONA

Subhransu Sekhar
  • Published: Friday, 15 May 2020
  • Updated: 15 May 2020, 10:50 PM IST

Sports

Latest News

ନୂଆଦିଲ୍ଲୀ: କରେନା ସଂକ୍ରମଣକୁ ଦୂରେଇବା ପାଇଁ ଦେଶବାସୀ ଏବେ ପରିଷ୍କାର ପରିଛନ୍ନତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଭଳି ସ୍ଥିତିରେ ମୋବାଇଲ୍ କରୋନାର ବାହାକ ହୋଇପାରେ ବୋଲି ଏମ୍ସ ରାୟପୁରର କିଛି ଡାକ୍ତର କହିଛନ୍ତି। ତେଣୁ ହସ୍ପିଟାଲରେ ମୋବାଇଲ୍ ବ୍ୟବହାର ଉପରେ ରୋକ୍ ଲାଗିବା ଦରକାର ବୋଲି ସେମାନେ କହିଛନ୍ତି।

ବିଏମଜି ଗ୍ଲୋବାଲ ହେଲଥ ଜୋର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମୋବାଇଲ ଫୋନ୍ ଏକ ଏପରି ଏକ ଜିନିଷ ଯାହାକୁ ସମସ୍ତେ ହାତରେ ଧରିବା ସହିତ ଫୋନରେ କଥା ହେବା ବେଳେ ଶରୀରର ସଂସ୍ପର୍ଶରେ ଆସିଥାଏ। ଜଣେ ମୋବାଇଲ୍ ଧରିବା ପୂର୍ବରୁ ହାତ ଧୋଇଥିବ ବୋଲି କୌଣସି ମାନେ ନାହିଁ।

କିଛି ସ୍ୱାସ୍ଥ୍ୟକର୍ମୀ ପ୍ରତି ୧୫ ମିନିଟରୁ ୨ ଘଣ୍ଟା ମଧ୍ୟରେ ନିଜର ମୋବାଇଲ ଫୋନ୍ ଧରୁଛନ୍ତି। ସେହିପରି ମୋବାଇଲ୍ ଫୋନୁ ଧୋଇହେବ ନାହିଁ। ଯଦି ଜଣେ ସଂକ୍ରମିତ ବ୍ୟକ୍ତି ମୋବାଇଲ୍ ସଂସ୍ପର୍ଶରେ ଆସିଥିବେ ତାହାଲେ ମୋବାଇଲରେ ଭାଇରସ ଲାଗି ହୋଇ ରହିବା ଥୟ। ସେହିପରି ମୋବାଇଲ ସହିତ ଚାର୍ଜର ଏବଂ ହେଡଫୋନ୍ ମଧ୍ୟ ସଂଯୋଗ ହେଉଛି, ତେଣୁ ବ୍ୟବହାର ବେଳେ ଏହି ସବୁ ଉପକରଣ ମଧ୍ୟ କରୋନା ସଂକ୍ରମଣରେ ଆସିବା ସ୍ୱାଭାବିକ କଥା।

ଏହି ହେଲଥ ଜୋର୍ଣ୍ଣାଲକୁ ଡକ୍ଟର ବିନୀତ କୁମାର ପାଠକ, ଡକ୍ଟର ସୁନୀଲ କୁମାର ପାଣିଗ୍ରାହୀ, ଡକ୍ଟର ଏମ ମୋହନ କୁମାର, ଡକ୍ଟର ଉତ୍କଳ ରାଜ ପ୍ରମୁଖ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story