ପ୍ରିୟଙ୍କାଙ୍କ ରୋଡ୍‌ ଶୋ’ରେ  ୫୦ରୁ ଅଧିକ ମୋବାଇଲ୍ ଚୋରି

ଲକ୍ଷ୍ମୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗତକାଲି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମେଗା ରୋଡ୍ ଶୋ କରିଥିଲେ। ଏଥିରେ କଂଗ୍ରେସ ସଭାପତି ତଥା ତାଙ୍କ ଭାଇ ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ସାମିଲ ହୋଇଥିଲେ। ଏହି ରୋଡ୍‌ ଶୋ’ରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ। ରୋଡ୍ ଶୋ’ରେ ଭିଡ଼ ଦେଖି ଦଳୀୟ ନେତାମାନେ ବହୁତ ଖୁସି ହୋଇଥିଲା ବେଳେ ମଉକା ଦେଖି ଏହି ଭିଡ଼ରୁ […]

priyanka12

priyanka12

Jitendra Garnayak
  • Published: Tuesday, 12 February 2019
  • Updated: 12 February 2019, 12:11 PM IST

Sports

Latest News

ଲକ୍ଷ୍ମୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗତକାଲି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମେଗା ରୋଡ୍ ଶୋ କରିଥିଲେ। ଏଥିରେ କଂଗ୍ରେସ ସଭାପତି ତଥା ତାଙ୍କ ଭାଇ ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ସାମିଲ ହୋଇଥିଲେ।

ଏହି ରୋଡ୍‌ ଶୋ’ରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ। ରୋଡ୍ ଶୋ’ରେ ଭିଡ଼ ଦେଖି ଦଳୀୟ ନେତାମାନେ ବହୁତ ଖୁସି ହୋଇଥିଲା ବେଳେ ମଉକା ଦେଖି ଏହି ଭିଡ଼ରୁ ଫାଇଦା ମାରିଥିଲେ ଲୁଟେରା।

ମିଳିଥିବା ସୂଚନା ଅନୁଯାୟୀ, ଏହି ରୋଡ୍‌ ଶୋ’ ବେଳେ ୫୦ରୁ ଅଧିକ ମୋବାଇଲ୍ ଚୋରି ହୋଇଛି। ଅନେକ କଂଗ୍ରେସ କର୍ମୀଙ୍କ ମୋବାଇଲ୍ ବି ଚୋରି ହୋଇଥିବା ଅଭିଯୋଗ ହୋଇଛି।

mobilesକଂଗ୍ରେସ କର୍ମୀମାନେ ମୋବାଇଲ୍ ଚୋର ସନ୍ଦେହରେ ଜଣଙ୍କୁ ଧରି ପୁଲିସ୍‌ ଜିମାରେ ଦେଇଥିଲେ। ତେବେ ତାଙ୍କଠାରୁ କୌଣସି ଚୋରି ମୋବାଇଲ୍ ମିଳି ନଥିଲା। ପୁଲିସ୍ ତାଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା।

କଂଗ୍ରେସ ନେତା ଅଭିଷେକ ସିଂହ କହିଛନ୍ତି ଯେ ତାଙ୍କ ମୋବାଇଲ୍ ବି ଚୋରି ହୋଇଯାଇଛି। କଂଗ୍ରେସ କର୍ମକର୍ତ୍ତାଙ୍କ ସମେତ ୫୦ରୁ ଅଧିକ ଲୋକଙ୍କ ମୋବାଇଲ୍ ଚୋରି ହୋଇଛି। ଏ ନେଇ ସେ ସରୋଜିନୀ ନଗର ଥାନାରେ ଅଭିଯୋଗ କରିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story