ମୋଦି ଶାସନକୁ ଆସି କୃଷକଙ୍କ କଥା ଭୁଲିଗଲେ:ରାହୁଲ ଗାନ୍ଧୀ

ଲକ୍ଷ୍ନୌ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ କୃଷକମାନଙ୍କ ସହ  ଆଲୋଚନା କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ୟୁପିଏ ସରକାର ସମୟରେ କୃଷକ ମାନଙ୍କର ଋଣ ୭୦ ହଜାର କୋଟି ଟଙ୍କା ଛାଡ଼ କରି ଦିଆଯାଇଥିଲା। କିନ୍ତୁ ମୋଦି ନିଜର ଉଦ୍ୟୋଗପତି ବନ୍ଧୁଙ୍କ ଋଣ ଛାଡ଼ କରୁଛନ୍ତି।” ସେ ଆହୁରି କହିଛନ୍ତି,“ମୋଦି ଶାସନକୁ ଆସି କୃଷକଙ୍କ କଥା ଭୁଲିଗଲେ।” ରାହୁଲଗାନ୍ଧୀ ଦେଓରିଆ ଜିଲ୍ଲାରେ ଆଜିଠାରୁ  କୃଷକ ଯାତ୍ରା […]

rahul

rahul

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 02:39 PM IST

ଲକ୍ଷ୍ନୌ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ କୃଷକମାନଙ୍କ ସହ  ଆଲୋଚନା କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ୟୁପିଏ ସରକାର ସମୟରେ କୃଷକ ମାନଙ୍କର ଋଣ ୭୦ ହଜାର କୋଟି ଟଙ୍କା ଛାଡ଼ କରି ଦିଆଯାଇଥିଲା। କିନ୍ତୁ ମୋଦି ନିଜର ଉଦ୍ୟୋଗପତି ବନ୍ଧୁଙ୍କ ଋଣ ଛାଡ଼ କରୁଛନ୍ତି।”

ସେ ଆହୁରି କହିଛନ୍ତି,“ମୋଦି ଶାସନକୁ ଆସି କୃଷକଙ୍କ କଥା ଭୁଲିଗଲେ।”

ରାହୁଲଗାନ୍ଧୀ ଦେଓରିଆ ଜିଲ୍ଲାରେ ଆଜିଠାରୁ  କୃଷକ ଯାତ୍ରା ଆରମ୍ଭ କରିଛନ୍ତି। ଏହା ୨୫ ଦିନ ପର୍ଯ୍ୟନ୍ତ ଚାଲିବ। ଏହା ସହ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story