‘ଚାଷୀଙ୍କୁ ଆତଙ୍କବାଦୀ କହି ମୋଦି ସରକାର ଏବଂ ଖଟ୍ଟର ସରକାର ଅପମାନ କରିଛନ୍ତି’

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ମୋଦି ସରକାରକୁ ଘେରିଛି କଂଗ୍ରେସ। ପ୍ରେସ କନଫରେନସ କରି କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା କହିଛନ୍ତି, ଏକଦା ମହାତ୍ମା ଗାନ୍ଧୀ କହିଥିଲେ ‘ଯେତେବେଳେ ଆଇନ୍ ସୁରକ୍ଷା ଦେଇପାରିବ ନାହିଁ, ସେତେବେଳେ ଏହାକୁ ବଦଳାଇଦେବା ଦରକାର’। ମୋଦି ସରକାର ଏବଂ ହରିଆଣାର ଖଟ୍ଟର ସରକାର 12 ହଜାର କେସ୍ ଆନ୍ଦୋଳନକାରୀ ଚାଷୀଙ୍କ ବିରୋଧରେ ଦାୟର କରିଛନ୍ତି। ଏବେ ମୋଦି ସରକାର ତିନି କୃଷି ବିଲକୁ ବାତିଲ୍ କରିବା ଦରକାର। ଏଥିସହ ହରିଆଣା ମୁଖ୍ୟମନ୍ତ୍ରୀ […]

Randeep_Singh_Surjewala

Randeep_Singh_Surjewala

Subhransu Sekhar
  • Published: Sunday, 29 November 2020
  • Updated: 29 November 2020, 10:22 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ମୋଦି ସରକାରକୁ ଘେରିଛି କଂଗ୍ରେସ। ପ୍ରେସ କନଫରେନସ କରି କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା କହିଛନ୍ତି, ଏକଦା ମହାତ୍ମା ଗାନ୍ଧୀ କହିଥିଲେ 'ଯେତେବେଳେ ଆଇନ୍ ସୁରକ୍ଷା ଦେଇପାରିବ ନାହିଁ, ସେତେବେଳେ ଏହାକୁ ବଦଳାଇଦେବା ଦରକାର'। ମୋଦି ସରକାର ଏବଂ ହରିଆଣାର ଖଟ୍ଟର ସରକାର 12 ହଜାର କେସ୍ ଆନ୍ଦୋଳନକାରୀ ଚାଷୀଙ୍କ ବିରୋଧରେ ଦାୟର କରିଛନ୍ତି।

ଏବେ ମୋଦି ସରକାର ତିନି କୃଷି ବିଲକୁ ବାତିଲ୍ କରିବା ଦରକାର। ଏଥିସହ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ବିଜେପି ନେତା ଅମିତ ମାଲବ୍ୟ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଦରକାର। ଆନ୍ଦୋଳନରତ ଚାଷୀଙ୍କୁ ଆତଙ୍କବାଦୀ ଏବଂ ଖଲିସ୍ତାନ କହି ଅପମାନ କରିଛନ୍ତି। ଏଥିପାଇଁ ହରିଆଣା ମୁଖ୍ୟମନ୍ତ୍ରୀ ଓ ମାଲବ୍ୟ କ୍ଷମା ମାଗିବା ଦରକାର ବୋଲି ସୁରଜେଓ୍ୱାଲା କହିଛନ୍ତି।

ସୂଚନାଯୋଗ୍ୟ, ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ହରିଆଣା ସୀମାରେ ହଜାର ହଜରା ଚାଷୀ କୃଷି ଆଇନକୁ ବରୋଧ କରି ଆନ୍ଦୋଳନରେ ବସିଛନ୍ତି। ଏହାରି ଭିତରେ ସରକାର ଚାଷୀଙ୍କ ସହିତ ଆଲୋଚନା ପାଇଁ ରାଜି ହୋଇଛନ୍ତି। ଏଥିପାଇଁ ଡିସେମ୍ୱର 3 ତାରିଖ ଧାର୍ଯ୍ୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story